Odisha news
Monthly Archives

January 2020

ହାଇପ୍ରୋଫାଇଲ୍‌‌ ସେକ୍ସ ରାକେଟ୍‌ରେ ପୁଲିସ୍‌ ହାତରେ ଧରାପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଓ ମଡେଲ୍‌

ମୁମ୍ବାଇ: ଏକ ହାଇପ୍ରୋଫାଇଲ୍‌ ସେକ୍ସ ଟାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଜଣେ ବଲିଉଡ୍‌ ଅଭିନେତ୍ରୀ ଓ ଜଣେ ମଡେଲ୍‌ଙ୍କୁ ଗୁରୁବାର ରାତିରେ ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରୁ ଗିରଫ କରିିଛି।…
Read More...

ସୁପରଷ୍ଟାର୍ ରିତିକ୍ ରୋଶନଙ୍କ ପାଖରେ କେତେ ଟଙ୍କାର ସଂପତ୍ତି ଅଛି, ସେ କଥା ଜାଣନ୍ତି କି?

ମୁମ୍ବାଇ: ଆଜି ହେଉଛି ବଲିଉଡ ସୁପରଷ୍ଟାର୍ ରିତିକ୍ ରୋଶନଙ୍କ ୪୬ତମ ଜନ୍ମଦିନ। ସେ ନାୟକ ଭାବେ ପିତା ରାକେଶ ରୋଶନ୍‌ଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ବ୍ଲକବଷ୍ଟର ମୁଭି ‘କହୋ ନା ପ୍ୟାର୍‌ ହେ’ ଜରିଆରେ ଏଣ୍ଟ୍ରି ନେଇଥିଲେ ।…
Read More...

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ସରକାର : ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ପୂର୍ବଭଳି ଜାରି ରଖିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଏହାକୁ ଅଧିକ ତୀବ୍ର କରିଛନ୍ତି।…
Read More...

ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍‌ସ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁନଃଅବସ୍ଥାପନ କରିବା ଆଦେଶ ଉପରେ…

ନୂଆଦିଲ୍ଲୀ: ଟାଟା ସନ୍‌ସ୍‌ର ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ( କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ) ଭାବେ ସାଇରସ୍‌ ମିସ୍ତ୍ରୀଙ୍କୁ ପୁନଃଅବସ୍ଥାପନ କରାଇବା ନିମନ୍ତେ ‘ନ୍ୟାସ୍‌ନାଲ୍‌ କମ୍ପାନି ଅଫ୍‌ ଲ’ ଅପିଲେଟ୍‌…
Read More...

ଆସନ୍ତା ୧ ରୁ ୨ ବର୍ଷ ମଧ୍ୟରେ ଇରାନ ହାତରେ ପରମାଣୁ ବୋମା ଥିବ : ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ

ପ୍ୟାରିସ୍‌ : ଆମେରିକା ସହ ବିବାଦ ପରେ ପରମାଣୁ ଚୁକ୍ତିରୁ ଓହରିବା ବିଷୟରେ ଇରାନ କିଛି ଦିନତଳେ ଘୋଷଣା କରିଥିଲା । କିନ୍ତୁ ଏହା ବେଶ ଚିନ୍ତାର କାରଣ ବୋଲି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ-ଭେସ ଲି ଡ୍ରାୟାନ କହିଛନ୍ତି ।…
Read More...

ସୂର୍ଯ୍ୟମନ୍ଦିର ପାଇଁ ବିକାଶ ଚିନ୍ତା : ଭୋର୍‌ ସମୟରେ କୋଣାର୍କରେ ୫ଟି ସଚିବ ପାଣ୍ଡିଆନ

କୋଣାର୍କ : ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଆଜି ଭୋର ସାଢ଼େ ୪ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ପହଞ୍ଚି ବିକାଶର ନକ୍ସା ଆଙ୍କିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ…
Read More...

ସଂଗଠନ ସଜା଼ଡ଼ିବ କଂଗ୍ରେସ: ୧୪ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ

ଭୁବନେଶ୍ବର : ଓଡ଼ିଶାରେ ସାଂଗଠନିକ ସ୍ଥିତି ସଜାଡ଼ିବ କଂଗ୍ରେସ। ଏଥିପାଇଁ ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତ କରି…
Read More...

ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ: ବିଜେପି ସହ ହାତ ମିଳାଇବ ଏମଏନଏସ୍!

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣର ଆଭାସ ମିଳିଛି। ଦୁଇଟି ଦଳ ଏକାଠି ଆସୁଥିବାର ସୂଚନା ବି ରହିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେଙ୍କ ମଧ୍ୟରେ…
Read More...

ଜମ୍ମୁ କାଶ୍ମୀରରେ ୧୫ ରାଷ୍ଟ୍ରର କୂଟନୀତିଜ୍ଞ, ପାକିସ୍ତାନର ମୁଖା ଖୋଲିଲେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର : ଆମେରିକା ସମେତ ୧୫ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବେ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ ବିଦେଶୀ ରାଷ୍ଟ୍ରଦୂତଙ୍କର ଏହା ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଭାରତକୁ ଆମେରିକାର…
Read More...

ଆଜିର ରାଶିଫଳ

ମେଷ: ପ୍ରଭୁଙ୍କ କୃପା ଲାଭ କରିବେ। ଘର ଓ ବ୍ୟବସାୟ ସଂପର୍କିତ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ବୃଷ: ଦିନଟି ଶୁଭଙ୍କର। ବେପାରରେ ଲାଭ। ବଡ଼ମାନଙ୍କଠାରୁ ଶିକ୍ଷା ଲାଭ…
Read More...