ମେଷ: ପ୍ରଭୁଙ୍କ କୃପା ଲାଭ କରିବେ। ଘର ଓ ବ୍ୟବସାୟ ସଂପର୍କିତ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ।
ବୃଷ: ଦିନଟି ଶୁଭଙ୍କର। ବେପାରରେ ଲାଭ। ବଡ଼ମାନଙ୍କଠାରୁ ଶିକ୍ଷା ଲାଭ କରିବେ। ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବେ।
ମିଥୁନ: ଉତ୍ସାହିତ ରହିବେ। ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ସମସ୍ତଙ୍କ ସହ ତାଳମେଳ ବଜାୟ ରଖିବାେର ଧୢାନ ଦେବେ।
କର୍କଟ: ନୂଆ ଲୋକଙ୍କ ସହିତ ମନ ମିଶିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମପୂର୍ଣ୍ଣ ମନୋଭାବରେ ଦିନଟି କଟିବ।
ସି˚ହ: କ୍ୟାରିଅର ସମ୍ବନ୍ଧରେ ନୂଆ ସୁଯୋଗ। ବନ୍ଧୁ ଓ ପାଖଲୋକଙ୍କ ସହିତ ଉତ୍ତମ ସଂପର୍କ ରହିବ। ବ୍ୟବସାୟରେ ଲାଭ ପାଇବେ।
କନ୍ୟା: କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୀତିରେ ମନୋକାମନା ପୂରଣ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ।
ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ଦୟା ଭାବନା ବଜାୟ ରହିବ। ମିତ୍ରଙ୍କ ସହ କିଛି ସମୟ ଅତିବାହିତ କରିବେ।
ବିଛା: ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ କାମର ଚାପ ପଡ଼ିପାରେ। ବ୍ୟବସାୟରେ ଆଶା ଠାରୁ ଲାଭ କମ୍।
ଧନୁ: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଚାକିରିରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ। ଦାଂପତ୍ୟ ଜୀବନର ବିଶ୍ବାସ ବଢ଼ିବ।
ମକର: ବ୍ୟବସାୟରେ ବଡ଼ ଲୋକଙ୍କ ସହ ସାକ୍ଷାତ୍-ଆଲୋଚନା। ମନ ଖୁସି ରହିବ। ଅଫିସ କାମ ସୁଚାରୁରୂପେ ତୁଲାଇବେ।
କୁମ୍ଭ: ଶୁଭ ଭାବନା ଆସିବ। ଚିନ୍ତାଧାରା ମାର୍ଜିତ ହେବ। କୌଣସି ନୂଆ କାମରେ ସଫଳ ହେବେ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ।
ମୀନ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ଠାରୁ ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା।