ଟିଭି ସିରିଏଲ୍ରୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ମୌନି ରଏ ଏବେ ବଲିଉଡ୍ରେ
ଧମାଲ କରୁଛନ୍ତି । ତାଙ୍କ ପାଖରେ ଅନେକ ଫିଲ୍ମ ଅଫର୍ ଅଛି । ମୌନି ଫିଲ୍ମ ସହିତ ସଙ୍ଗୀତ
ଦୁନିଆ ସହିତ ଜଡ଼ିତ । ତାଙ୍କ ଡେବୁ୍ୟ ସଙ୍ଗ୍ ‘ଭିଗି ଭିଗି ରାତେæô ମେ’ ରିଲିଜ୍ ହୋଇଛି । ସେ
ପ୍ରଥମ ଥର ଗୀତରେ ଭଏସ୍ ଦେବା ସହ ଆକଫିଂ ମଧ୍ୟ କରିଛନ୍ତି । ଆଲୋକ ବତ୍ରାଙ୍କ ନିର୍ଦ୍ଦେଶିତ ଏହି
ଗୀତରେ ତାଙ୍କ ସହ ନକାଶ ଅଜୀଜ୍ ମଧ୍ୟ ଭଏସ୍ ଦେଇଛନ୍ତି । ୨୦୧୯ରେ ମୌନିଙ୍କର ‘ମେଡ୍
ଇନ୍ ଚାଇନା’ ଓ ରୋମିଓ ଅକବର୍ ୱାଲଫର’ ରିଲିଜ୍ ହୋଇଥିଲା । ଚଳିତ ବର୍ଷ ସେ ‘ବ୍ରହ୍ମାସ୍ତ୍ର’
ଓ ‘ମୁଗଲ୍’ରେ ନଜର ଆସିବେ ।
Prev Post