Odisha news

କାହିଁକି ନାରୀ ମାନେ କେଶ ଖୋଲି ମନ୍ଦିରକୁ ଯିବା ଉଚିତ ନୁହେଁ, କଣ ରହିଛି ଏହା ପଛରେ ଧାର୍ମିକ କାରଣ

0

ଯେବେବି ନାରୀ ହେଉ କି କନ୍ୟା ଟିଏ ହେଉ ନାରୀ ଟିଏ ହେଉ ମନ୍ଦିର ଯାଇଥାଏ ମୁଣ୍ଡ କୁ ଢାଙ୍କି ଯିବା ଜରୁରୀ, ଏହା ଆମେ ପ୍ରାୟ ସମସ୍ତେ ଜାଣିଚୁ, କିନ୍ତୁ ମନ୍ଦିର କୁ କାହିଁକି କେଶ ଖୋଲି ଯିବା ଉଚିତ ନୁହେଁ ଏହା ଆମେ ଜାଣି ନଥାଉ l

କାହିଁକି ମନ୍ଦିର କୁ କେଶ ଖୋଲି ଯିବା ଉଚିତ ନୁହେଁ ?
ଏଭଳି ମାନ୍ୟତା ରହିଛି ଯେ ନାରୀ ଯେତେବେଳେ ବି ଯେଉଁଠି ପୂଜା ରେ ବସୁଛି ସେଠାରେ ସେ କେଶ ଖୋଲି ବସିବା ଉଚିତ ନୁହେଁ, ଏହାଦ୍ୱାରା ମନରେ ନକାରାତ୍ମକ ଚିନ୍ତା ଆସିଥାଏ l ଏବଂ ମନ ବିଚଳିତ ରହିଥାଏ ତେଣୁ କେଶ ଖୋଲି ପୂଜାରେ ବସିବା ଉଚିତ ନୁହେଁ l

ସମ୍ପର୍କ ରେ ନିବିଡ଼ତା –
ମାନ୍ୟତା ରହିଛି ଯେ କେଶ ଖୋଲି ପୂଜା କରିବା ଦ୍ୱାରା କ୍ରୋଧ ବୃଦ୍ଧି ହୋଇଥାଏ, ପୁରାଣ ର ମାନ୍ୟତା ଅନୁସାରେ ଯେତେବେଳେ ମା ସୀତା ରାମଚନ୍ଦ୍ର ଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କ ମା ତାଙ୍କୁ କହିଥିଲେ କେଶ ସବୁବେଳେ ବାନ୍ଧି କି ରଖିବା ଜରୁରୀ, ଏହାଦ୍ୱାରା ସମ୍ପର୍କ ରେ ନିବିଡ଼ତା ବୃଦ୍ଧି ହୋଇଥାଏ l ଖୋଲା କେଶ ସମ୍ପର୍କ କୁ ଦୁର୍ବଳ କରିଥାଏ l

କେଶ କୁ ନେଇ ମନ୍ଦିର ଯିବାର ନିୟମ –
ମନ୍ଦିର ଯିବା ସମୟ ରେ କେଶ କୁ ଖୋଲା ରଖନ୍ତୁ ନାହିଁ
ମନ୍ଦିର ରେ ମୁଣ୍ଡରେ ଲୁଗାରେ ଘୋଡାଇ ରଖିବା ଜରୁରୀ
ବିନା ଚପଲ ରେ ମନ୍ଦିର ରେ ପ୍ରବେଶ କରନ୍ତୁ
ମନ୍ଦିର ଯିବା ପୂର୍ବରୁ ମନରେ ସାତ୍ଵିକ ଭାବନା ଆଣନ୍ତୁ ଏବଂ ନିଜ ଆରାଧ୍ୟ ଙ୍କୁ ପ୍ରାର୍ଥନା କରନ୍ତୁ l

Leave A Reply