Odisha news

ପଶ୍ଚିମବଙ୍ଗରେ ଲକ୍ଡାଉନ୍ : ଆଜିଠାରୁ ୫ଦିନ ଟ୍ରେନ୍ ଚଳାଚଳ ବନ୍ଦ

0

ଜଳେଶ୍ୱର-: ଦୀର୍ଘଦିନ ପରେ ପଶ୍ଚିମବଂଗ ସରକାର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ଶନିବାର ଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ପଶ୍ଚିମବଂଗରେ ସମସ୍ତ ଯାନ ଚଳାଚଳ ବନ୍ଦ ରହୁଥିବାରୁ ରେଳ ଚଳାଳଚ ବନ୍ଦ ରହିବା ସଂପର୍କରେ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଗଡେନ୍ରିଚ୍ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଓଡିଶାରେ ଚଳାଚଳ କରୁଥିବା ହାଓଡା -ବାଙ୍ଗାଲୋର ଓ ଜନଶତାବ୍ଦୀ ର ଅପ୍ ଓ ଡାଉନ୍ ଟ୍ରେନ୍କୁ ବନ୍ଦ ରଖାଯାଇଛି ବୋଲି ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ସୂଚନା ଦେଇଛନ୍ତି ।

Ad2
Leave A Reply