Odisha news

ଯଦି ବ୍ରସ କରି ସକାଳୁ ପାଣି ପିଉଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ, ହୋଇ ପାରନ୍ତି ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା ର ସମୁଖୀନ

0

ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ପାଣି ପିଇବା, କିନ୍ତୁ ବର୍ତମାନ ବୈଜ୍ଞାନିକ ମାନଙ୍କର ପ୍ରଶ୍ନ ଉଠୁଛି କଣ ଦାନ୍ତ ନଘଷି ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷରେ ଠିକ କି ? ଆସନ୍ତୁ ଜାଣିବା ଏହାକୁ ନେଇ ବୈଜ୍ଞାନିକ ଙ୍କ ମତ କଣ ରହିଛି l ବୈଜ୍ଞାନିକ ଙ୍କ ମତରେ ବିନା ବ୍ରସ ରେ ଜଣେ ପାଣି ପିଇ ପାରିବ, ଏହାଦ୍ୱାରା ଶରୀର କୁ ଅନେକ ଗୁଡିଏ ଲାଭ ମିଳିଥାଏ l ଏପରି ସ୍ଥିତି ରେ ଆପଣ ଦିନକୁ ୮-୧୦ ଗ୍ଲାସ ପାଣି ନିହାତି ପିଇବା ଜରୁରୀ l ଏହାଦ୍ୱାରା ଆପଣ ଅନେକ ଗୁଡିଏ ସମସ୍ୟାରୁ ରକ୍ଷା ପାଇ ପାରିବେ l

ବିନା ବ୍ରସ ରେ ପାଣି ପିଇବାର ଲାଭ –
– ସକାଳୁ ଉଠି ବ୍ରସ ନକରି ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ, ଆମେ ରାତି ସାରା ବିନା ପାଣିରେ ଶୋଇଥାଉ , ଏବଂ ବ୍ରସ ନକରି ପାଣି ପିଇବା ଦ୍ୱାରା ସ୍କିନ ରେ ନେଚୁରାଲ ଗ୍ଲୋ ଆସିଥାଏ l

– ବିନା ବ୍ରସ ରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ, ଏବଂ ଆମେ ଅନେକ ପ୍ରକାର ରୋଗର ସଂକ୍ରମଣ ରୁ ରକ୍ଷା ପାଇଥାଉ l

– ବିନା ବ୍ରସ ରେ ନିୟମିତ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର କୁ ଲାଭ ମିଳିଥାଏ, ଏହାଦ୍ୱାରା ଡାଇଜେସନ ସମ୍ବନ୍ଧିତ ଅସୁବିଧା ଠାରୁ ଆମେ ଦୁରେଇ ରହିଥାଉ l ଖାଦ୍ୟ ଠିକ ଭାବରେ ହଜମ ମଧ୍ୟ ହୋଇଥାଏ l

– ସକାଳୁ ବିନା ବ୍ରସ ରେ ପାଣି ପିଇବା ଦ୍ୱାରା ଓଜନ କଣ୍ଟ୍ରୋଲ ହେବାରେ ସାହାଯ୍ୟ ମିଳିଥାଏ, ଏବଂ ନିଜ ରକ୍ତଚାପ କୁ ମଧ୍ୟ ସନ୍ତୁଳିତ ରଖିପାରିବେ l ଉଚ୍ଚ ରକ୍ତଚାପ ରୋଗୀ ନିହାତି କରିବା ଜରୁରୀ l

– ବିନା ବ୍ରସ ରେ ପାଣି ନିୟମିତ ପିଇବା ଦ୍ୱାରା ସ୍କିନ ସହିତ କେଶ କୁ ମଧ୍ୟ ଲାଭ ମିଳିଥାଏ l କେଶ କୁ ଜରୁରୀ ପୋଷଣ ମିଳିଥାଏ ଓ କେଶ ମୂଳ ମଜବୁତ ହୋଇଥାଏ l

Leave A Reply