Odisha news

ଜନ୍ମ ତାରିଖ ୮ ର ବ୍ୟକ୍ତିମାନଙ୍କ ଉପରେ ସର୍ବଦା ରହିଥାଏ ଶନି ଙ୍କ କୃପା , ଦର୍ଶନ ମାତ୍ର ରେ ହିଁ ପୁର୍ଣ ହୋଇଥାଏ ସମସ୍ତ ମନୋସ୍କାମନା

0

ଅଙ୍କ ଜ୍ୟୋତିଷ ଅନୁସାରେ ଜନ୍ମତିଥି ଆଧାରରେ କୌଣସି ବ୍ୟକ୍ତିଙ୍କର ସ୍ଵଭାଵ, ବ୍ୟବହାର ଓ ଭାଗ୍ୟ ବିଷୟରେ ଖୁବ ଭଲ ଭାବରେ ଜଣାପଡି ଥାଏ l ନ୍ୟୂମେରୋଲୋଜି ରେ ମୁଲ୍ୟାଙ୍କ ଦଶରୁ ୯ ପର୍ଯ୍ୟନ୍ତ ଅଙ୍କ ରହିଥାଏ l ଏବଂ ପ୍ରତ୍ୟେକ ମୁଲ୍ୟାଙ୍କର ଗୋଟିଏ ଲେଖଏଂ ସ୍ୱାମୀ ଗ୍ରହ ମଧ୍ୟ ରହିଥାଏ , ଯାହାର ପ୍ରଭାବ ମୁଲ୍ୟାଙ୍କ ଉପରେ ପଡିଥାଏ l ଆଜି ଆମେ ମୁଲ୍ୟାଙ୍କ ୮ ବ୍ୟକ୍ତିଙ୍କ ବିଷୟରେ ଜାଣିବା l ମୁଲ୍ୟାଙ୍କ ୮ ର ସ୍ୱାମୀ ଗ୍ରହ ଶନିଦେବ ଅଟନ୍ତି l ଶନି ଗ୍ରହ ଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ କୁହାଯାଇ ଥାଏ l ଯେଉଁ ବ୍ୟକ୍ତି ୮, ୧୭, ୨୬ ତାରିଖରେ ଜନ୍ମ ନେଇ ଥାଆନ୍ତି, ସେମାନଙ୍କ ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି l

ମୁଲ୍ୟାଙ୍କ ୮ ବ୍ୟକ୍ତିଙ୍କ ସ୍ଵଭାଵ –
– ମୁଲ୍ୟାଙ୍କ ୮ ବ୍ୟକ୍ତିଙ୍କ ଉପରେ ଶନି ଙ୍କ ପ୍ରଭାବ ରହିଥିବା କାରଣରୁ ଏହି ବ୍ୟକ୍ତି ମାନେ ନ୍ୟାୟ କୁ ପସନ୍ଦ କରନ୍ତି l ମୁଲ୍ୟାଙ୍କ ୮ ବ୍ୟକ୍ତି କର୍ମ ଅନୁସାରେ ଫଳ ପାଇବାକୁ ପସନ୍ଦ କରନ୍ତି l
– ଏହି ମୁଲ୍ୟାଙ୍କ ର ବ୍ୟକ୍ତି ସର୍ବଦା ନିଜକୁ ମ୍ୟାନେଜ କରି ଚାଲିବାକୁ ପସନ୍ଦ କରନ୍ତି, ଏହି ବ୍ୟକ୍ତିମାନେ ଭୌତିକତା ଓ ଆଧ୍ୟାତ୍ମିକତା ମଧ୍ୟରେ ସନ୍ତୁଳନ ରଖିବାକୁ ପସନ୍ଦ କରନ୍ତି l
– ଏହି ମୁଲ୍ୟାଙ୍କର ବ୍ୟକ୍ତି ହିସାବ ରଖି ପଇସା ଖର୍ଚ୍ଚ କରି ଥାଆନ୍ତି l ଏବଂ ନ୍ୟାୟ ବା ଓକିଲାତି କ୍ଷେତ୍ରରେ ଏହି ବ୍ୟକ୍ତି ସଫଳତା ଲାଭ କରିଥାଆନ୍ତି l
– ଶନି ଙ୍କ ପ୍ରଭାବରୁ ସର୍ବଦା ଜୀବନ ସଂଘର୍ଷପୂର୍ଣ୍ଣ ରହିଥାଏ, , ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ l
– ୮ ମୁଲ୍ୟାଙ୍କ ବ୍ୟକ୍ତିଙ୍କର ୫ ଓ ୬ ମୁଲ୍ୟାଙ୍କ ବ୍ୟକ୍ତିଙ୍କ ସହିତ ନିବିଡ଼ତା ବୃଦ୍ଧି ପାଇଥାଏ l ଏବଂ ୧ ମୁଲ୍ୟାଙ୍କ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଲାଗି ରହିଥାଏ , ମୁଲ୍ୟାଙ୍କ ୧ ବ୍ୟକ୍ତିଙ୍କ ସ୍ୱାମୀ ଗ୍ରହ ସୂର୍ଯ୍ୟଦେବ ଅଟନ୍ତି l
– ସଫଳତା ପାଇବା ପାଇଁ ୮ ମୁଲ୍ୟାଙ୍କ ବ୍ୟକ୍ତି ପ୍ରତି ଶନିବାର ଦିନ ଶାମୀଙ୍କ ମାନଙ୍କୁ ତେଲ ରେ ଛଣା ଯାଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ l
– ଏବଂ ପ୍ରତି ଶନିବାର ଦିନ ଶନି ଦେବ ଙ୍କୁ ଦର୍ଶନ କରନ୍ତୁ l ନିଜ କର୍ମ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ l

Leave A Reply