Odisha news

ଆଜି ହେଉଛି ବୃଷ ସଂକ୍ରାନ୍ତି : ଏହି ରାଶିର ବ୍ୟକ୍ତିଙ୍କର ମାନ ସମ୍ମାନ ଲାଭ ହେବ ଓ ଧନ ପ୍ରାପ୍ତି ହେବ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମଇ ମାସ ୧୫ ତାରିଖ ରବିବାର ଦିନ ବୃଷ ସଂକ୍ରାନ୍ତି l ଏହିଦିନ ସୂର୍ଯ୍ୟଦେବ ମେଷ ରାଶିରୁ ବୃଷ ରାଶିକୁ ପ୍ରବେଶ କରିବେ l ଏହିଦିନ ସେ ବୁଧ ଙ୍କ ସହିତ ଗୋଚର କରିବେ l ମାନ, ସମ୍ମାନ, ପ୍ରତିଷ୍ଠା ର ସ୍ୱାମୀ ସୂର୍ଯ୍ୟଦେବ ଏହି ସମୟରେ ରାଜଯୋଗ ପ୍ରଦାନ କରିବେ l ଏହି ସମୟରେ ଏହି ରାଶି ଗୁଡିକର ଭାଗ୍ୟ ପରିବର୍ତ ହୋଇଯିବ l

* ମେଷ ରାଶି – ବୁଧ ଓ ସୂର୍ଯ୍ୟଙ୍କ ଗୋଚର ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଏହି ସମୟରେ ମାନ ସମ୍ମାନ, ପଦ ପ୍ରତିଷ୍ଠା ବୃଦ୍ଧି ହେବ l ବ୍ୟବସାୟ ରେ ଲାଭ ହେବ ଓ ଚାକିରୀ ରେ ଉନ୍ନତି ହେବ l

* ବୃଷ ରାଶି – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦ୍ୱାଦଶ ସ୍ଥାନରେ ବୁଧ ରହିବେ l ଏହାଦ୍ୱାରା ଏମାନଙ୍କ ଆର୍ଥିକ ପକ୍ଷ ସୁଦୃଢ଼ ରହିବ l

* ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଖୁବ ଶୁଭ ଅଟେ l ଧନ ଓ ବୈଭବ ବୃଦ୍ଧି ହେବ l ନିଜ ଭାଷା କୁ ସଂଯତ କରନ୍ତୁ l

* କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ରାଜ ଯୋଗ ରହିଛି l  ଏହି ସମୟରେ ସେମାନଙ୍କର ବ୍ୟବସାୟ ରେ ଉନ୍ନତି ହେବ l

* ସିଂହ ରାଶି – ବୁଧ ଏହି ରାଶିରେ ନବମ ସ୍ଥାନରେ ରହିବେ l ତେଣୁ ଧନ ବୃଦ୍ଧିର ସମ୍ଭାବନା ରହିଛି l ଏହା ଆକସ୍ମିକ ଧନ ଲାଭ ହୋଇପାରେ l

* ଧନୁ ରାଶି – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧ ଓ ସୂର୍ଯ୍ୟ ପଞ୍ଚମ ସ୍ଥାନରେ ରହିବେ l ଦାମ୍ପତ୍ୟ ଜୀବନ ସୁଖମୟ ହେବ l

Leave A Reply

Your email address will not be published.