Odisha news

ପୁରୁଷମାନେ ଏହିସବୁ ସମସ୍ୟା କୁ ଅଣଦେଖା କରିବା ଉଚିତ୍ ନୁହେଁ : ହୋଇପାରେ ସେମାନଙ୍କ ପାଇଁ ଘାତକ ରୋଗର ଲକ୍ଷଣ

ୟୁରିନେଶନ ପ୍ରୋସେଶ କୁ ଅଧିକାଂଶ ସମୟ ଲୋକମାନେ ଗମ୍ଭୀରତା ସହିତ ନିଅନ୍ତି ନାହିଁ । ଏହା ସହିତ ଯୋଡି ହୋଇଥିବା ସମସ୍ୟା ଅସୁବିଧା ଆଡ଼କୁ ଟାଣି ନେଇପାରେ । ବୟସ ସହିତ ୟୁରିନରି ଓ ରିପ୍ରଡକଟିଭ ସିଷ୍ଟମ ସହିତ ଯୋଡି ହୋଇଥିବା ସମସ୍ୟା ଅସୁବିଧା ବଢାଇ ପାରେ । ଏହାକୁ ଏଯିଂ ର ଗୋଟିଏ ପାର୍ଟ ଭାବରେ ଗ୍ରହଣ କରାଯାଇ ଥାଏ । ଆସନ୍ତୁ ଜାଣିବା ଆଜି ଏହି ସମସ୍ୟା ବିଷୟରେ ।

* ଯଦି କୌଣସି ବ୍ୟକ୍ତିଙ୍କର ପରିସ୍ରା ରେ ରକ୍ତ ଆସୁଛି ତେବେ ସେ ଡ଼ାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ । ଏହା ବ୍ଲାଡର କ୍ୟାନ୍ସର , କିଡନୀ କ୍ୟାନ୍ସର କିମ୍ବା କିଡନୀ ରେ ଷ୍ଟୋନ ସମସ୍ୟା ହୋଇପାରେ । ପ୍ରଥମ ଥର ପରିସ୍ରା ରେ ରକ୍ତ ଆସିବା ଦ୍ବାରା ଡ଼ାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।

* ପରିଶ୍ରା କରିବା ସମୟରେ ଯନ୍ତ୍ରଣା , ପୋଡ଼ି ଉଠିବା କିମ୍ବା କିଛି ଗୋଟେ ଫୋଡ଼ି ହୋଇଯିବା କୌଣସି ଗୋଟିଏ ବଡ଼ ସଂକେତ ର କାରଣ ହୋଇପାରେ । ଏହା ୟୁରୀନରି ଟ୍ରାକ ରେ ସଂକ୍ରମଣ ର କାରଣ ହୋଇପାରେ । ଯଦି ଆପଣ ଲଗାତାର ଭାବରେ ଏପରି ଅସୁବିଧା କୁ ସମ୍ମୁଖିନ କରୁଛନ୍ତି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ।

* ନିୟମିତ ଭାବରେ ଆପଣଙ୍କୁ ପ୍ରୋଷ୍ଟେଟ୍ ପାଇଁ ଗୋଟିଏ PSA ଟେଷ୍ଟ କରିବା ଆବଶ୍ୟକ । ଏହି ଟେଷ୍ଟ ପ୍ରୋଷ୍ଟେଟ୍ କ୍ୟାନ୍ସର ପାଇଁ କରାଯାଇ ଥାଏ ।

* ଅଣ୍ଡକୋସ ରେ ଯନ୍ତ୍ରଣା ହେବା ଦ୍ବାରା ମଧ୍ୟ ଏହାର ପ୍ରଭାବ ୟୁରିନରୀ ସିଷ୍ଟମ କୁ ପ୍ରଭାବିତ କରିଥାଏ । ଏହାକୁ ୟୁରୋଲୋଜିଷ୍ଟ ଏକ୍ସାପର୍ଟ ଙ୍କୁ ସାକ୍ଷାତ କରିବା ଆବଶ୍ୟକ । ଯଦି ଏହି ସମସ୍ୟା ଦ୍ଵାରା ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ।

Comments are closed.