ନୂଆଦିଲ୍ଲୀ : ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଗୁରୁବାର ଦିନ କେନ୍ଦ୍ର ନିକଟରୁ ସମ୍ବିଧାନ ର ଅନୁଛେଦ ୪୪ କୁ ଜନାଦେଶ ଲାଗୁ କରିବା ପାଇଁ ବିଚାର କରିବାକୁ ଆହ୍ବାନ କରିଛନ୍ତି । ଯେଉଁ ଥିରେ କୁହାଯାଇଛି ” ଭାରତର ସମସ୍ତ କ୍ଷେତ୍ର ରେ ନାଗରିକ ମାନଙ୍କ ପାଇଁ ଏକ ସମାନ ନାଗରିକ ସଂହିତା କୁ ସୁରକ୍ଷିତ କରିବାର ପ୍ରୟାସ କରିବ ।’
‘ ୟୁସିଶି ଆଜି ଗୋଟିଏ ଆବଶ୍ୟକତା ଓ ଅନୀର୍ବଜ୍ୟ ଭାବରେ ଆବଶ୍ୟକ ଅଟେ । ଏହାକୁ ବିଶୁଦ୍ଧ ଭାବରେ ନିଜ ଇଚ୍ଛାରେ କରାଯାଇ ପାରିବ ନାହିଁ । ଯେପରିକି ୭୫ ବର୍ଷ ପରେ ଡ. ବି. ଆର୍. ଆମ୍ବେକର ଅଳ୍ପ ସଂଖ୍ୟକ ସମୁଦାୟ ଙ୍କ ବ୍ୟକ୍ତ କରାଯାଇ ଥିବା ଆସଙ୍କା ଓ ଭୟ କୁ ଦେଖି ଥିଲେ ।’
୧୭ ଜଣ ଯଚିକା ଙ୍କର ଗୋଟିଏ ବ୍ୟାଚ ଶୁଣାଣି ରେ ଅନ୍ତର୍ଧର୍ମିକ ଗୋଟିଏ ଯୋଡ଼ି ଦ୍ଵାରା ଯେ ନିଜର ବିବାହ କୁ ପଞ୍ଜିକରଣ ଓ ନିଜ ପ୍ରତିବାଦୀ ଙ୍କ ଦ୍ଵାରା ସୁରକ୍ଷା ଦାବି କରି ନ୍ୟାୟାଳୟ ର ଦ୍ଵାର ରେ ଠିଆ ହୋଇଛନ୍ତି । ନ୍ୟାୟମୂର୍ଟି ସୂମିତ୍ କୁମାର କହିଛନ୍ତି ଏହା ସମୟର ଆବଶ୍ୟକତା କୁ ଦେଖି ଅଦାଲତ ଏହି ଅନ୍ତର୍ ଧର୍ମୀୟ ଭାବରେ ଶିକାର ହେବାରୁ ରକ୍ଷା କରିବ ।
ଅଦାଲତ କହିଛନ୍ତି ଏହାକୁ ହସ୍ତକ୍ଷେପ କରି ଯାଞ୍ଚ କରିବା ଆବଶ୍ୟକ କି କଣ ଦେଶକୁ ବିବାହ ପଞ୍ଜିକରଣ କରିବା ଜରୁରୀ ଅଟେ ।
ଅଦାଲତ କହିଛନ୍ତି ମଞ୍ଚରେ କୁହାଯାଇଛି ଯେ ଅଦାଲତ କୁ ହସ୍ତକ୍ଷେପ କରିବା ଜରୁରୀ । ଏଥିରେ ସଂସଦ କୁ ହସ୍ତକ୍ଷେପ କରିବା ଆବଶ୍ୟକ, କଣ ଦେଶକୁ ବିରୋଧ କରିବା ଜରୁରୀ ଯେ ଦେଶକୁ କଣ ବିବାହ ପଞ୍ଜିକରଣ ନିହାତି ଦରକାର କି ? ଐକ୍ୟ ପରିବାରକୁ
ସହିନ୍ତା କୁ ଛତ୍ରଛାୟା ରେ ଆଣିବା ଆବଶ୍ୟକ ।
ରାଜ୍ୟ ସରକାର ଙ୍କ ପକ୍ଷରୁ ଓ ଜିଲ୍ଲା ପ୍ରାଧିକରଣ ପକ୍ଷରୁ ବିନା ଯାଞ୍ଚ ରେ ପଞ୍ଜୀକୃତ କରାଯାଇ ପାରିବ ନାହିଁ । କାରଣ ସେମାନଙ୍କୁ ଏହି ଉଦ୍ଦେଶ୍ୟ ପାଇଁ ନିଜର ସାଥିର ବିଶ୍ଵାସରେ ପରିବର୍ତନ ହେବା ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ଦ୍ଵାରା ବିବାହକୁ ମଞ୍ଜୁରୀ ମିଳି ନଥିଲା ।
ଆବେଦନ କାରୀ ଙ୍କ ଓକିଲ ଜୋର୍ ଦେଇ କହିଥିଲେ ଯେ ନାଗରିକଙ୍କୁ ନିଜର ସାଥୀ ଓ ବିଶ୍ବାସ କୁ ବାଛିବାର ଅଧିକାର ରହିଛି । ଓ ଧର୍ମ ପରିବର୍ତନ ସ୍ଵତନ୍ତ୍ର ଇଚ୍ଛା ।
ଓକିଲ କହିଛନ୍ତି ରାଜ୍ୟ କିମ୍ବା ଉତରଦାତା ଙ୍କ ଦ୍ଵାରା ହସ୍ତକ୍ଷେପ ସ୍ୱତନ୍ତ୍ରତା, ପସନ୍ଦ , ଜୀବନ ଓ ପୁରୁଷ ଓ ମହିଳା ଭାବରେ ଜୀବନ ବଞ୍ଚିବାର ସାମ୍ବିଧାନିକ ଅଧିକାର ଅଟେ । ଧର୍ମାନ୍ତରକରଣକୁ ବିବାହ ପୂର୍ବରୁ ଜିଲ୍ଲା ପ୍ରାଧିକରଣ ର ପୂର୍ବ ସ୍ଵୀକୃତି ପରେ ବିବାହ ପଞ୍ଜିକରଣ ଅନିର୍ବାଯ୍ୟ ଅଟେ ।
ଏହି ଖଣ୍ଡ ପୀଠ ସେତେବେଳେ ଦେଖିଥିଲା ବିବାହ କେବଳ ୨ ଜଣ ବ୍ୟକ୍ତିଙ୍କ ଗୋଟିଏ ସଂଘ ଅଟେ । ଯାହାକୁ ଆଇନ ମାନ୍ୟତା ଦିଆଯାଇଛି । ବିଭିନ୍ନ ସମୁଦାୟ ପାଇଁ ଅଲଗା ଅଲଗା ନିୟମ ଅନୁସାରେ ବିବାହ କୁ ନେଇ କିଛି ସେପରି ବିଶେଷ ନାହିଁ ।