ଟ୍ରେନ ରୁଟ ସମ୍ଭଧୀୟ ବିଶେଷ ସୂଚନା : ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ବାତିଲ ଓ ମାର୍ଗ ପରିବର୍ତ୍ତନ
ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନ ଠାରେ ୟାର୍ଡ଼ ନବୀକରଣ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ଅନୁଯାୟୀ କେତେକ ଟ୍ରେନ୍କୁ ବାତିଲ୍ ଏବଂ କେତେକର ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |
ଟ୍ରେନର ବାତିଲ୍:
01. 02717/02818 ବିଶାଖାପାଟନମ୍-ବିଜୟୱାଡା-ବିଶାଖାପା
02. 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୨୫ ଡିସେମ୍ବର ଠାରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ଏବଂ କଡପା ଠାରୁ ୨୬ ଡିସେମ୍ବର ରୁ ୮ ଜାନୁୟାରୀ ପର୍ଯ୍ୟନ୍ତ ବାତିଲ ରହିବ |
03. 02510/02509 ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ୨୭ ଡିସେମ୍ବର ରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ୩୦ ଡିସେମ୍ବର ରୁ ୮ ଜାନୁୟାରୀ ପର୍ଯ୍ୟନ୍ତ ବାତିଲ ରହିବ |
04. 02643/02644 ଏର୍ଣ୍ଣାକୁଲମ୍-ପାଟନା-ଏର୍ଣ୍ଣାକୁ
05. 02254/02253 ଭାଗଲପୁର-ଯଶୋବନ୍ତପୁର-ଭାଗଲପୁର ବିଶେଷ ଟ୍ରେନ ଭାଗଲପୁର ଠାରୁ ୩୦ ଡିସେମ୍ବର ରୁ ୬ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨ ଜାନୁୟାରୀ ରୁ ୯ ଜାନୁୟାରୀ ମଧ୍ୟରେ ବାତିଲ ରହିବ |
06. 02773/02774 ଶାଲିମର-ସିକନ୍ଦରାବାଦ-ଶାଲିମର ବିଶେଷ ଟ୍ରେନ ଶାଲିମର ଠାରୁ ଡିସେମ୍ବର 30 ରୁ 6 ଜାନୁୟାରୀ 2021 ମଧ୍ୟରେ ଏବଂ ସିକନ୍ଦରାବାଦ ଠାରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ବାତିଲ ରହିବ |
07. 02835/02836 ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ରୁ ୧ରୁ ୮ ଜାନୁୟାରୀ ମଧ୍ୟରେ ବାତିଲ ରହିବ |
08. 02867/02867 ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ଡିସେମ୍ବର ୨୭ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ପଣ୍ଡିଚେରୀ ଠାରୁ ଡିସେମ୍ବର ୩୦ ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବାତିଲ ରହିବ |
09. 02889/02890 ଟାଟା-ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଟାଟା ଠାରୁ ଡିସେମ୍ବର ୨୫ରୁ ଜାନୁୟାରୀ ପହିଲା ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ଡିସେମ୍ବର ୨୮ରୁ ଜାନୁୟାରୀ ୪ ତାରିଖ ମଧ୍ୟରେ ବାତିଲ ରହିବ |
ପାର୍ସଲ ଟ୍ରେନ ଗୁଡିକର ଆଂଶିକ ବାତିଲ୍:
ଡିସେମ୍ବର ମାସ ୨୫ ତାରିଖ ଠାରୁ ଜାନୁୟାରୀ ମାସ ୮ ତାରିଖ ମଧ୍ୟରେ ଛଅ ଯୋଡ଼ା ପାର୍ସଲ ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ |
ଟ୍ରେନର ମାର୍ଗ ପରିବର୍ତ୍ତନ :
01. 02873/02874 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୪ ଡିସେମ୍ବର ରୁ ୭ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨୫ ଡିସେମ୍ବର ରୁ ୮ ଜାନୁୟାରୀ ମଧ୍ୟରେ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଖଡ଼ଗ୍ପୁର-ଝାରସୁଗୁଡା-ବିଳାସପୁର-ଗୋଂ
02. 02851/02852 ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖା
03. 08401/08402 ପୁରୀ-ଓ଼ଖା-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ଡିସେମ୍ବର ୨୭ ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ଓ଼ଖା ଠାରୁ ଡିସେମ୍ବର ୩୦ ଡିସେମ୍ବର ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବିଜୟନଗରମ, ରାୟଗଡା, ଟିଟିଲାଗଡ଼, ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ | ଏହି ସମୟ ମଧ୍ୟରେ ଏହା ବିଶାଖାପାଟଣା, ଅଣକାପଲ୍ଲୀ,ରାଜ ମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚେରାଲ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ |
04. 08501/08502 ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପା