Odisha news

ଟ୍ରେନ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ

0
ବୈତରଣୀରୋଡ,୨୦.୧୦ : ପୂର୍ବ ତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ରେଳ ଷ୍ଟେସନ ରେ ସ୍ୱାମି, ସ୍ତ୍ରୀ ଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି !ମୃତ ଦୁଇ ଜଣ ହେଲେ ବରୁଣ୍ଡେଇ ଗାଁ ର ଆଶୁତୋଷ ସିନ୍ହା (୭୩)ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସିନ୍ହା !ପ୍ରକାଶକି  ଆଶୁତୋଷ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିପଦାରେ ରହୁଥିବା ବେଳେ ଦୁର୍ଗାପୂଜା ପାଇଁ ନିଜ ଘରକୁ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ଆଜି ସନ୍ଧ୍ୟାରେ  ବୈତରଣୀରୋଡ ରେଳଷ୍ଟେସନରେ ଓହ୍ଲାଇ  ପ୍ଲାଟ ଫର୍ମ ଉପରକୁ ଚଢ଼ୁ ଥିବାବେଳେ ଡାଉନ ଲାଇନରେ ଆସୁଥିବା ମଜାଫର ପୁର ଏକ୍ସପ୍ରେସ ଉଭୟକୁ ପିଟିଥିଲା ଫଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା!
Ad2
Leave A Reply