ମେଷ: କାମ ଆରମ୍ଭ କରିବା ପୂର୍ବରୁ ବରିଷ୍ଠଙ୍କ ସମ୍ମତି ନିଅନ୍ତୁ। ନୂଆ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।
ବୃଷ: ପରିଶ୍ରମର ସୁଫଳ ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ଖୁସି ରହିବେ। ଛାତ୍ରମାନେ ପାଠପଢ଼ାରେ ମନ ଦେବେ।
ମିଥୁନ: ସାମାଜିକ କାର୍ୟ୍ୟରେ ବ୍ୟସ୍ତ ରହିବେ। ଗୁରୁଜନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।
କର୍କଟ: ଆପଣଙ୍କୁ ସାଥୀଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ମିଳିବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷ ସମ୍ମାନ ପାଇବେ।
ସି˚ହ: ସକରାତ୍ମକ ଭାବନା ଦ୍ବାରା କଠିନ କାର୍ୟ୍ୟ ସହଜ ହେବ। ନୂଆ ଜମି କିଣିବା ଲାଗି ଯୋଜନା କରିବେ। କମ୍ ଖର୍ଚ୍ଚ କରନ୍ତୁ।
କନ୍ୟା: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଭାଗୀଦାର ବ୍ୟବସାୟ କରିବା ଲାଗି ଦିନଟି ଭଲ। ଘରେ ଖୁସିର ବାତାବରଣ ରହିବ।
ତୁଳା: ରାଜନୀତିଜ୍ଞଙ୍କ ଲାଗି ଦିନଟି ଭଲ। ସରକାରୀ ଚାକିରିଆ ପଦୋନ୍ନତି ପାଇଁ ଯୋଜନା କରନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
ବିଛା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମନରେ ନୂଆ ବିଚାର ସୃଷ୍ଟି ହେବ। ସ˚ପତ୍ତି ମାମଲାରେ ଜୀବନସାଥୀଙ୍କ ସହଯୋଗ ପାଇବେ।
ଧନୁ: ଚାକିରି ବୃତ୍ତିରେ ସାବଧାନତା ଅବଲମ୍ବନ କରନ୍ତୁ। ଅନ୍ୟମାନଙ୍କ ଉପରେ ଜରୁରୀ କାମ ନ୍ୟସ୍ତ କରନ୍ତୁ ନାହିଁ। ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ।
ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ଆଲୋଚନା ହେବ। କ୍ଷୁଦ୍ର ଉଦ୍ୟୋଗରେ ନିବେଶ ଲାଗି ଦିନଟି ଭଲ। ରାଜନୀତିରେ ସକ୍ରିୟତା ବଢ଼ିପାରେ।
କୁମ୍ଭ: ନୂଆ କାର୍ୟ୍ୟ କରିବେ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବ୍ୟବସାୟ ଉଦ୍ୟୋଗରେ ଆଶାଜନକ ଫଳ ପାଇବେ।
ମୀନ: ଅଫିସରେ ଅଧିକ କାମ ମିଳିପାରେ। ସହଯୋଗୀଙ୍କ ସାହାଯ୍ୟରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଆମଦାନିରେ ଅଚାନକ ବୃଦ୍ଧି ଘଟିବ।