ମେଷ: ଜରୁରୀ କାମରେ ସଫଳତା ପାଇଁ ଆତ୍ମବିଶ୍ବାସ ବଢ଼ାନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ଯୋଜନା ସଂପର୍କରେ କଥା ହେବେ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ବୃଷ: ମହତ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ଏବଂ ଜୀବନେର ନୂଆ ପରିବର୍ତ୍ତନ ଦେଖାଦେବ। ବେପାରରେ ବାକି ଟଙ୍କା ମିଳିପାରେ। ପରିବାର ସହ ଦିନଟି ଭଲରେ କଟିବ।
ମିଥୁନ: ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। କିଛି କାମ ପାଇଁ ବନ୍ଧୁଙ୍କ ଠାରୁ ସାହାଯ୍ୟ ମାଗିପାରନ୍ତି। ବ୍ୟବସାୟରେ ଉନ୍ନତି ଲାଗି ନୂଆ କୌଶଳ ଆପଣାଇବେ।
କର୍କଟ: ନିଜ ନିଷ୍ପତ୍ତିରେ ସଫଳ ହେବେ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ଯୁବକଙ୍କୁ ଚାକିରିର ସୁଯୋଗ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
ସି˚ହ: ସରକାରୀ କାମରେ କୌଣସି ଲୋକଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଲା ମିଳିବ। ଚାକିରି ସନ୍ଧାନରେ ଥିବା ଯୁବକଙ୍କୁ ଶୁଭ ଖବର ମିଳିବ।
କନ୍ୟା: ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଜରୁରୀ କାମ ଶେଷ କରିବାରେ ସଫଳ ହେବେ। ଆର୍ଥିକ ଚିନ୍ତା ଦୂର ହେବ।
ତୁଳା: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। କାମରେ ସଫଳତା ପାଇଁ ମିତ୍ରଙ୍କ ଠାରୁ ପରାମର୍ଶ ମିଳିବ। ଛାତ୍ରଙ୍କୁ ଲାଭ ମିଳିବ।
ବିଛା: ଜୀବନରେ ନୂଆ ପରିବର୍ତ୍ତନ ଆସିବ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବରିଷ୍ଠ ନାଗରିକମାନେ ନିଜ ବନ୍ଧୁଙ୍କ ସହିତ ମିଶିବେ।
ଧନୁ: ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। କୋର୍ଟ-କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। କିଛି ଲୋକଙ୍କ ଠାରୁ ସାହାଯ୍ୟ ମିଳି ନ ପାରେ।
ମକର: ନୂଆ କାର୍ଯ୍ୟରେ ସଫଳତା। ସମାଧାନ ସମାଧାନ କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାକୁ ଯୋଜନା କରିବେ।
କୁମ୍ଭ: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସମାଜିକ ସମ୍ମାନ ବୃଦ୍ଧି। ବ୍ୟବସାୟରେ ତୁରନ୍ତ ଫଇସଲାର ଲାଭ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।
ମୀନ: କୌଣସି ବିଶେଷ ବ୍ୟକ୍ତିଙ୍କଠାରୁ ପ୍ରେରଣା ମିଳିପାରେ। ବ୍ୟାବସାୟିକ କାରବାର ବଢ଼ିବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ।