Odisha news

ପ୍ରତ୍ୟେକ ଦିନ ମସ୍ତକରେ ଲଗାନ୍ତୁ କେଶର ର ତିଳକ, ମିଳିବ କ୍ୟାରିଅର ରେ ସଫଳତା

0
କେଶର କୁ ଆୟୁର୍ବେଦରେ ଗୋଟିଏ ଔଷଧି ଭାବରେ ଗ୍ରହଣ କରାଯାଏ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହାର ବ୍ୟବହାର ଭୋଜନ ରେ ଅତ୍ୟଧିକ ମାତ୍ରାରେ କରାଯାଇ ଥାଏ l ଇଂରାଜୀରେ ଏହାକୁ ସଫରନ କୁହାଯାଇଥାଏ l ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ କାହିଁକି ଲଗାଯାଇ ଥାଏ କେଶର ତିଳକ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀ ରେ ବୃହସ୍ପତି ଦୁର୍ବଳ ରହିଛନ୍ତି ତେବେ ଏହା ଆପଣଙ୍କର ଭାଗ୍ୟ ଓ ଆୟୁ ଉଭୟଙ୍କୁ ଦୁର୍ବଳ କରି ଥାଆନ୍ତି l ଅର୍ଥାତ ଭାଗ୍ୟରେ ପରିବର୍ତନ ଆସିଥାଏ ଓ ଲାଭପ୍ରଦ ହୋଇଥାଏ l  କୁହାଯାଏ କୁଣ୍ଡଳୀ ରେ ଯଦି ବୃହସ୍ପତି ଠିକ ଅଛନ୍ତି ତେବେ ଜୀବନ ରେ ସବୁକିଛି ଠିକ ଚାଲିଥାଏ l ତେଣୁ ଗୁରୁଃଗ୍ରହ ବୃହସ୍ପତି ଙ୍କୁ ଶକ୍ତିଶାଳୀ କରିବା ପାଇଁ କେଶର ତିଳକ ଲଗା ଯାଇଥାଏ l

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଦେବଦେବୀ ଙ୍କୁ ପ୍ରସନ୍ନ କରିବା ପାଇଁ ଓ ଆରୋଗ୍ୟ ଲାଭ ସହିତ ଆୟୁ ବୃଦ୍ଧି ପାଇଁ ଗୁରୁ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ଖୁବ ଜରୁରୀ ଅଟେ l ତେଣୁ କେଶର ତିଳକ ଲଗାନ୍ତୁ l

– ଗୁରୁଙ୍କ ବଳ ବୃଦ୍ଧି ପାଇଁ କେଶର ତିଳକ ଲଗାନ୍ତୁ l
– ଯଦି ପ୍ରତି ଗୁରୁବାର ଦିନ କେଶର ତିଳକ ଲଗାଇବେ ତେବେ ବୃହସ୍ପତି ଙ୍କ ଭଲ ପ୍ରଭାବ ପଡିବ l
– ପ୍ରତିଦିନ କେଶର ତିଳକ ଲଗାଇବା ଦ୍ୱାରା ଗୁରୁ ଗ୍ରହ ବଳବାନ ହେବେ ଚାକିରୀ ରେ କୌଣସି ପ୍ରକାର ସମସ୍ୟା ଦେଖାଯିବ ନାହିଁ l
– ଯଦି ବୃହସ୍ପତି ସପ୍ତମ, ଅଷ୍ଟମ ଓ ଦଶମ ସ୍ଥାନରେ ରହିଛନ୍ତି ତେବେ କେଶର ତିଳକ ଲଗାଇବା ଦ୍ୱାରା ଭାଗ୍ୟ ବଦଳି ଥାଏ l
– ପ୍ରତିଦିନ କେଶର ତିଳକ ଲଗାଇବା ଦ୍ୱାରା ଭଗବାନ ଶିବ, ଶ୍ରୀହରି ବିଷ୍ଣୁ, ଶ୍ରୀ ଗଣେଶ ଓ ମତ ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ରହିଥାଏ l
– ମନ ଯଦି ଅଶାନ୍ତ ରହିଥାଏ, ତେବେ କେଶର ତିଳକ ଲଗାଇବା ଦ୍ୱାରା ଲାଭ ମିଳିଥାଏ l
– ପ୍ରତିଦିନ କେଶର ତିଳକ ଲଗାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧିର ବୃଦ୍ଧି ହୋଇଥାଏ l
– ପିତୃ ଦୋଷ ରେ ପୀଡିତ ବ୍ୟକ୍ତିଙ୍କ ପାଇଁ କେଶର ତିଳକ ଲଗାଇବା ଖୁବ ହିତକର l
– ଯଦି ଗୁରୁ ବଳବାନ ହୋଇ ଥାଆନ୍ତି ତେବେ କ୍ୟାରିଅର ରେ ଉନ୍ନତି ହୋଇଥାଏ l

Leave A Reply