Odisha news

ଶରୀରର ଏହି ୩ଟି ସ୍ଥାନରେ କଳାଜାଇ ରହିବ ହୋଇ ନଥାଏ ଶୁଭ ଲକ୍ଷଣ, ଚାକିରୀ, ବ୍ୟବସାୟ ଓ ଲଭ ଲାଇଫ ସବୁକିଛି ହୋଇ ଯାଇଥାଏ ଦୁର୍ଭାଗ୍ୟ ପୁର୍ଣ

0

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀର ର କିଛି ଅଙ୍ଗ ରହିଥାଏ, ଯେଉଁଠାରେ କଳା ଜାଇ ରହିବ ଖୁବ ଶୁଭ ହୋଇଥାଏ l କିନ୍ତୁ ଏହି ଅଙ୍ଗରେ ଯଦି କଳା ଜାଇ ରହିବା ଖୁବ ଅଶୁଭ ହୋଇଥାଏ l ଏହିସବୁ ସ୍ଥାନରେ କଳାଯାଇ ରହିବା ଦ୍ୱାରା ବ୍ୟକ୍ତିର ବ୍ୟବସାୟ, ଚାକିରୀ ଓ ବୈବାହିକ ଜୀବନ ରେ ଖୁବ ଅଶୁଭ ହୋଇଥାଏ l ଆସନ୍ତୁ ଜାଣିବା ଏହି ଅଙ୍ଗ ଗୁଡିକ କଣ l

* ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ର ହାତର ସବୁଠୁ ଛୋଟ ଅଙ୍ଗୁଳି ରେ ଯାଇ ରହିଥାଏ ସେହି ବ୍ୟକ୍ତି ଧନ ସମ୍ପଦ ର ଖୁବ ଧିକାରିଣୀ ତ ହୋଇ ଥାଆନ୍ତି କିନ୍ତୁ ଜୀବନ ରେ ସର୍ବଦା ଦୁଃଖ ଲାଗି ରହିଥାଏ l ଏବଂ ଜୀବନ ସଂଘର୍ଷ ପୁର୍ଣ ରହିଥାଏ l

* ବାମ ପାର୍ଶ୍ଵର ହାତର ବାହୁ ରେ କଳାଯାଇ ରହିବ ଏହା ସୂଚନା ଦେଇଥାଏ ଯେ ବ୍ୟକ୍ତି ଖୁବ କ୍ରୋଧିତ ପ୍ରକୃତି ର ଅଟନ୍ତି l ଏବଂ ତାଙ୍କୁ କ୍ରୋଧ ଖୁବ ସହଜ ରେ ଆସିଥାଏ ଏବଂ ସେ ସର୍ବଦା ଘରେ ଲୋକଙ୍କୁ ଆକ୍ଷେପ କରିବାକୁ ପସନ୍ଦ କରନ୍ତି l

* ଓଠ ରେ କଳାଯାଇ ରହିବ ଏହା ସୂଚାଇ ଥାଏ ଯେ ବ୍ୟକ୍ତି ଖୁବ କାମୁକ ସ୍ଵଭାଵ ର ହୋଇଥାଏ l ଏହାଛଡା ଏହି ବ୍ୟକ୍ତି ଆର୍ଥିକ ସ୍ଥିତି ରେ ଉତଥାନ ଓ ପତନ ଦେଇ ଗତି କରନ୍ତି l ଅର୍ଥାତ ଆର୍ଥିକ ସ୍ଥିତି ଅସ୍ଥିର ରହିଥାଏ l

* କାନ ଉପରେ ଯଦି ଜାଇ ରହିଥାଏ ତେବେ ଏହାକୁ ଶୁଭ ପ୍ରଭାବ ଭାବରେ ଗ୍ରହଣ କରାଯାଏ ନାହିଁ, ଏହି ବ୍ୟକ୍ତି ଅଳ୍ପାୟୁ ହୋଇ ଥାଆନ୍ତି l ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ପୀଡିତ ରୁହନ୍ତି l

* ଯେଉଁ ବ୍ୟକ୍ତିଙ୍କ ଚକ୍ଷୁର ବାମ ପାର୍ଶ୍ୱରେ କଲା ଜାଇ ରହିଥାଏ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇ ନଥାଏ l ଦାମ୍ପତ୍ୟ ଜୀବନ ରେ ସର୍ବଦା କଳହ ଦେଖାଦେଇ ଥାଏ l

* ସୂର୍ଯ୍ୟ ପର୍ବତ ଅର୍ଥାତ ମୁଦ୍ରିକା ଆଙ୍ଗୁଳି ରେ ଜାଇ ରହିବ ଶୁଭ ନୁହେଁ, ଏବଂ ସୂର୍ଯ୍ୟ ପର୍ବତ ଉପରେ ଜାଇ ରହିବ ଦ୍ୱାରା ଚକ୍ଷୁ ସମ୍ବନ୍ଧିତ ସମସ୍ୟା ଦେଖାଯାଇ ଥାଏ l ଏବଂ ବ୍ୟକ୍ତିର ମାନସମ୍ମାନ ହ୍ରାସ ହୋଇଥାଏ l

Leave A Reply