Odisha news

ମଙ୍ଗଳପୁର ସେବା ସମିତିର ଧାନ ମଣ୍ଡି ଖୋଲିଲା

0

ତିହିଡି, ୦୬/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସେବା ସମୟ ସମିତିର ଧାନ ମଣ୍ଡି ଖୋଲିଛି । ଆଜି ସମିତି ପକ୍ଷରୁ କଣ୍ଟା ପୂଜା କରାଯିବା ସହ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ସିଇଓ ଅଭିଳାଷ ରଣା, ଏମ୍ଆଇ କ୍ଷିତିଶ ରଞ୍ଜନ ସାମଲ, ସରପଞ୍ଚ ପ୍ରଦୀପ କୁମାର ବଳ, ସୁରେନ୍ଦ୍ର ନାୟକ, ପ୍ରବୀର ନାୟକ, ଶ୍ରୀଧର ବାରିକ, ଉମାକାନ୍ତ ସେଠୀ, ବିଷ୍ଣୁଚରଣ ମହାନ୍ତି, ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ଉପସଭାପତି ରାଜଶ୍ରୀ ଦାସ, ସମ୍ପାଦକ ଶଙ୍କର୍ଷଣ ଜେନା, ସହ ସମ୍ପାଦକ ରମାକାନ୍ତ ମହାପାତ୍ର, ହେମନ୍ତ ମାଝୀ, ଅଦେ୍ର୍ଧନ୍ଦୁ ଶେଖର ବାରିକଙ୍କ ସମେତ ବୋର୍ଡ ସଭ୍ୟ ଆଦିତ୍ୟ ମହାଳିକ, ପ୍ରଦୀପ ଦାସ, ସୁବ୍ରତ ନାୟକ, ହରିହର ମଳିକ, ରଜନୀରାଣୀ ନାୟକ ଓ ଦୀପାଞ୍ଜଳି ମୁଦୁଲି, କୈଳାସଚନ୍ଦ୍ର ଦାସ, ଦେବକାନ୍ତ ନାୟକ, ବାବାଜୀଚରଣ ରାଉଳ, ନିମାଇ ଦାସ, ସୌମ୍ୟରଞ୍ଜନ ପରିଡାଙ୍କ ଚାଷୀ ପ୍ରଶାନ୍ତ ବାରିକ, ସୁଧାରଞ୍ଜନ କର, ନିରାକାର ସେନାପତି, ପ୍ରଦୀପ ସାହୁ, ସୁଧାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply