Odisha news

ଓଡ଼ିଶା ପୁଣି ପୁରସ୍କାର ହାତେଇଲା ଜାତୀୟ ସ୍ତରରେ ,ତିନି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ପୁରସ୍କୃତ

0

ଭୁବନେଶ୍ବର: ଜାତୀୟ ସ୍ତରରେ ପୁଣି ପୁରସ୍କୃତ ହେଲା ଓଡ଼ିଶା । ରାଜ୍ୟର ୩ ପଞ୍ଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଇଁଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ବୋଡାବରସିଙ୍ଗକୁ ଶିଶୁ ଉପଯୋଗୀ ପାଇଁ ପୁରସ୍କୃତ କରାଯାଇଛି  ସେହିପରି ସାନଖେମୁଣ୍ଡି ବ୍ଲକର ପୁଡାମାରୀ ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ଭାବେ ପୁରସ୍କାର କରାଯାଇଛି । ଜାତୀୟ ପୁରସ୍କାର ମିଳିଥିବା ନେଇ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ୱେବସାଇଟରୁ ପ୍ରକାଶ ପାଇଛି ।

CMO Odisha

✔@CMO_Odisha

Distinct emphasis on rural development through inclusive programmes, empowering PRIs and efficient monitoring of rural welfare programmes has won three awards at National Panchayat Awards 2020 on . Congratulations, @Admin_Ganjam https://twitter.com/Ganjam_Admin/status/1253596690168373248?s=20  https://twitter.com/Ganjam_Admin/status/1253596690168373248 

Collector & District Magistrate, Ganjam@Ganjam_Admin

Congratulations to DRDA team and all sarpanch @CMO_Odisha @PRDeptOdisha

View image on Twitter
79 people are talking about this

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟୁଇଟରେ ଲେଖିଛନ୍ତି ଯେ, କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତିରାଜକୁ ସଶକ୍ତିକରଣ ଏବଂ ଗ୍ରାମୀଣ କଲ୍ୟାଣ କାର୍ଯ୍ୟକ୍ରମର ଦକ୍ଷ ମନିଟରିଂ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ତେବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର, ବେଲାଗୁଣ୍ଠା ବ୍ଲକ ଅନ୍ତର୍ଗତ ବାଦାବୋରାସିଙ୍ଗି ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି। କେନାଚାପୁର ଓଡିଶାରେ ଶ୍ରେଷ୍ଠ ବିକାଶ ଯୋଜନା ପାଇଥିବାବେଳେ ବାଦାବୋରାସିଙ୍ଗୀଙ୍କୁ ରାଜ୍ୟର ଶ୍ରେଷ୍ଠ ଶିଶୁ ଅନୁକୂଳ ଜିପି ଏବଂ ପୋଡାମାରି ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଜିତିଥିଲେ।

 

Leave A Reply