Odisha news

ଶ୍ବାସରୁଦ୍ଧ ହୋଇ ଏକ ପରିବାରର ୩ ଭାଇ ମୃତ

0

ଆର,ଉଦୟଗିରି : ଗଜପତି ଜିଲ୍ଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ଘଟିଛି । ଘରର ସୁରଙ୍ଗୀ ଭିତରକୁ ଯାଇ  ୩ ଭାଇଙ୍କର ମୃ୍ତ୍ୟୁ ହୋଇଛି । ମୃତ ହୋଇଥିବା ତିନି ଭାଇଙ୍କ ନାମ ବିକ୍ରୀ ମାଝୀ , ସଞ୍ଜୀବ ମାଝୀ ଓ ଜିତୁ ମାଝୀ ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁରଙ୍ଗ ଭିତରକୁ  ତାଙ୍କ ବାପା ଏଟିମ୍ କାର୍ଡ ଆଣିବାକୁ ସଞ୍ଜୀବକୁ କହିଥିଲେ । ସଞ୍ଜୀବ ସୁଡଙ୍ଗ ଭିତରଖୁ ଏଟିମ୍ ଆଣିବାକୁ ଯାଇଥିଲା କିନ୍ତୁ ସେ ନ ଫେରୀବାରୁ ବିକ୍ରମ ସଞ୍ଜୀବକୁ ଡାକିବାକୁ ଯାଇଥିଲା କିନ୍ତୁ  ସେ ଅଚେତା ଅବସ୍ଥାରେ ପଡି ରହିଥିବାର ଦେଖିଥିଲା ତାହା ପାଖକୁ ଯାଇ କଣ ହୋଇଛି ପଚାରିବା ସମୟରେ ବିକ୍ରମ ଭି ଅଚେତା ହୋଇ ପଡିଯାଇଥିଲା ।ଦୁଇଭାଇ ଅଚେତ୍ ଅବସ୍ଥାରେ ପଡି ରହିଥିବା ଦେଖି ଜିତୁ ବଞ୍ଚଇବା ପାଇଁ ଯାଇଥିଲା । କିନ୍ତୁ ସେଭି ଅଚେତ ଅବସ୍ଥାରେ ପଡି ଯାଇଥିଲେ । ଏହାପରେ ତିନିଯାଇ ଏଟିମ୍ ଧରି ନଫେରିବା ଏହା ଭଉଣି ତାରକା  ଯାଇ ଏହା ଦେଖି ପରିବିର ଲୋକଙ୍କୁ ଜଣାଇଥିଲେ ।

ତାଙ୍କ ପରିବାର ଲୋକେ ତିନି ଭାଇଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କ ଅବସ୍ଥା ସଙ୍କଟାପୁନ୍ନ ଦେଖି ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସେଠାରେ ତିନି ଭାଇଙ୍କର ଶ୍ବାଷରୁଦ୍ଧ ହୋଇ ମୃତ ଘୋଷଣା ହୋଇଥିଲେ । ହେଲେ ତିନି ଭାଇଙ୍କ ଶ୍ବାସରୁଦ୍ଧ ହୋଇ ମୃତ ହୋଇଥିବା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ଆର,ଉଦୟଗିରି ଏସଡିପିଓ ଅଶୋ କୁମାର ମାହାନ୍ତି ଓ ଅଡବା ଭାରପ୍ରାତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା  ଘଟଣା ସ୍ଥଳରେ ପହଞ୍ଚି  ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇ ଥିବା ଦେଖିବାକୁ ମିଳୁଛି । ଏ ନେଇ ଅଡବା ପୋଲିସ   ବ୍ରହ୍ମପୁର ମେଡିକଲ ଶବ   ବେବସ୍ଥଦ କରାଯାଇଛି। ଏ ନେଈ ଅଡବା ଥାନାରେ ୫,୬ ଓ ୭ \୨୦ ରେ ମାମଲା ରୁଜୁ କରାଯାଇଛି ।  ଏ ନେଇ ଅଡବା ଥାନା ଅଧିକାରୀ  ଶ୍ରୀ ଜଗଦଲା ଏହି ତିନିଭାଇ ଶ୍ବସରୁଦ୍ଧ ହୋଇ ମୃତ ଘଟିଛି ବୋଲି କହିଛନ୍ତି ।

Govt
Leave A Reply