Odisha news

ଶ୍ରୀକ୍ଷେତ୍ରରେ ପହଂଚିଲା ରଥ ଦଉଡ଼ି

0

ପୁରୀ, ୪ ଜୁନ୍ଓ : ଡ଼ିଶା ସମବାୟ କତା ନିଗମରୁ ଆଜି ଶ୍ରୀକ୍ଷେତ୍ରରେ ପହଂଚିଛି ୨୦ ଟି ଦଉଡ଼ି । ଯାହାକି ଆଗାମୀ ରଥଯାତ୍ରାରେ ରଥଟଣା କାର୍ଯ୍ୟରେ ବ୍ୟବହୃତ ହେବ । ୨୦ଟି ଦଉଡ଼ି ମଧ୍ୟରେ ୧୪ଟି ରଥ ଟଣା ପାଇଁ ଏବଂ ଅନ୍ୟ ୬ଟି କର୍ଡ଼ନ ଦଉଡ଼ି ଭାବେ ବ୍ୟବହୃତ ହେବା ନେଇ ସୂଚନା ମିଳିଛି । ତେବେ ଚଳିତ ବର୍ଷ ରଥ ଯାତ୍ରାର ଅବ୍ୟବହିତ ପୂର୍ବରୁ ରଥ ଦଉଡ଼ି ପୁରୀରେ ଆସି ପହଂଚି ଥିବା ଜଣାପଡିଛି ।

Leave A Reply

Your email address will not be published.