ଠାକୁରଗଡ଼ ପୁଲିସ ଦ୍ୱାରା ଲୁଟେରା ଗ୍ୟାଙ୍ଗର ୭ ଜଣ ଗିରଫ : ପାଇକସାହି ବରୋଦା ବ୍ୟାଙ୍କ,ଆଶ୍ରମସ୍କୁଲ ଲୁଟରେ ସମ୍ପୃକ୍ତ
ଠାକୁରଗଡ଼: ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପୁଲିସ ଏକ ଡକାୟତି ଗ୍ୟାଙ୍ଗ କୁ କାବୁ କରିଛି । ଏଥିରେ ସଂମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରିଛି । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଡକାୟତିରେ…
Read More...
Read More...