Odisha news
Browsing Tag

rath yatra

ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଲା

ପୁରୀ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ…
Read More...

ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ର ଦକ୍ଷିଣମୋଡ଼ ଆଜି : ସାଢ଼େ ୧୨ଟାରେ…

ପୁରୀ : ରଥଯାତ୍ରା ଦିନ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ  ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି।…
Read More...

ଆଜିଠାରୁ ଆଡ଼ପମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ : ଆଜି ହେବ ବନକଲାଗି,ଭକ୍ତଙ୍କୁ ଅବଢ଼ା ଦେବା ପାଇଁ ସୁଆର-ମହାସୁଆର ନିଯୋଗ…

ପୁରୀ : ଗତକାଲି ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଜିଠାରୁ ଆଡ଼ପମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏଥର କରୋନା କଟକଣା ପାଇଁ ଭକ୍ତମାନଙ୍କ ପାଇଁ ଆଡ଼ପ ଦର୍ଶନ ବନ୍ଦ ରହିଛି। ତେବେ ଆଜିଠାରୁ…
Read More...

ତିନି ଠାକୁର ମାଉସୀମା’ ମନ୍ଦିର ଆଗରେ ପହଁଚିଲେ

ପୁରୀ: ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନି ଠାକୁର। ପୁରୀ ବଡଦାଣ୍ଡରୁ ୩ ରଥରେ ବସି ଜଗନ୍ନାଥ, ବଳଭଦ୍ର ଓ  ମା ସୁଭଦ୍ରା ମାଉସୀ ମନ୍ଦିର ଆଗରେ ଲାଗିଛନ୍ତି। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ, ଶେଷରେ ନନ୍ଦିଘୋଷ ଲାଗିଲା।…
Read More...

କୋଭିଡ୍ ମଧ୍ୟରେ ରଥଯାତ୍ରା : ଏକ ଆହ୍ୱାନ

ହିମାଂଶୁ ଶେଖର ଆଚାର୍ଯ୍ୟ : ସୋମବାର ରାତି ପାହିଲେ ମଙ୍ଗଳବାର । ଜଗା କାଳିଆର ଘୋଷ ଯାତ୍ରା । ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା । ଉତ୍କଣ୍ଠା ବି କମ୍ ନୁହେଁ । ମହାମାରୀ କରୋନା ଯୋଗୁଁ ରଥଯାତ୍ରା ପ୍ରସଙ୍ଗ ପହଁଚିଲା ସର୍ବୋଚ୍ଚ…
Read More...

କୋରେଇରେ ନିରାଡମ୍ବରରେ ରଥଯାତ୍ରା

କୋରେଇ :  ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସହ ପ୍ରଶାସନର କରୋନା କଟକଣା ଭିତରେ ବୈତରଣୀରୋଡ ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ନିରାଡମ୍ବରରେ ରଥଯାତ୍ରା ପାଳିତ ହୋଇଯାଇଛି । ଏହି…
Read More...

ରାୟଗଡା: ଶ୍ରଦ୍ଧା ଶ୍ରୀକ୍ଷେତ୍ରର ପରିସରରେ ଅସ୍ଥାୟୀ ମଣ୍ଡପରେ ବିଜେହେଲେ ବଡ଼ ଠାକୁର

ରାୟଗଡା,୨୩ ।୬(Rabindra patkhanda)- ଶ୍ରଦ୍ଧାଶ୍ରୀକ୍ଷେତ୍ର ପରିସରରେ ଅନୁଷ୍ଠିତ ହେଲା ବଡ଼ଠାକୁରଙ୍କ ଘୋଷ ଯାତ୍ରା । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାଇ ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଇଥିବା କଟକଣାରେ ସେବାୟତ…
Read More...

ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା।

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା। ଦୁଇରଥକୁ ସେବାୟତ ଓ ପୁଲିସ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା…
Read More...

ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ : ମାଉସୀମା’ ମନ୍ଦିର ଅଭିମୁଖେ ବାହାରିଲେ ତିନି ଠାକୁର

ପୁରୀ: ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। ନିକଟ ଅତୀତରେ ଏଭଳି ରଥଯାତ୍ରା ଆୟୋଜିତ ହୋଇଥିବାର ନଜିର ନାହିଁ। ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି…
Read More...

ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କଲେ

ପୁରୀ:ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ।…
Read More...