କୋରେଇ : ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସହ ପ୍ରଶାସନର କରୋନା କଟକଣା ଭିତରେ ବୈତରଣୀରୋଡ ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ନିରାଡମ୍ବରରେ ରଥଯାତ୍ରା ପାଳିତ ହୋଇଯାଇଛି ।
ଏହି ଅଂଚଳ ମାନଙ୍କରେ ଥିବା କେତକ ଜଗନ୍ନାଥ ମନ୍ଦିର ମାନଙ୍କରେ ସକାଳୁ ପାରମ୍ପରିକ ଅନୁଯାୟୀ ପୂଜାବିଧି ଅନୁଷ୍ଟିତ କରାଯାଇଥିବା ବେଳେ କେତେକ ମନ୍ଦିରରେ ପାରମ୍ପପରିକ ଅନୁଯାଇ ପୂଜା କରାଯାଇ ଭୋରୁ ମହାପ୍ରଭୁଙ୍କୁ ରଥକୁ ନଆଣି କେବଳ ପହଣ୍ଡି କରି ମାଉସିମା ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିବା ଦେଖାଯାଇଥିଲା ।