Odisha news

ତିନି ଠାକୁର ମାଉସୀମା’ ମନ୍ଦିର ଆଗରେ ପହଁଚିଲେ

0

ପୁରୀ: ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନି ଠାକୁର। ପୁରୀ ବଡଦାଣ୍ଡରୁ ୩ ରଥରେ ବସି ଜଗନ୍ନାଥ, ବଳଭଦ୍ର ଓ  ମା ସୁଭଦ୍ରା ମାଉସୀ ମନ୍ଦିର ଆଗରେ ଲାଗିଛନ୍ତି। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ, ଶେଷରେ ନନ୍ଦିଘୋଷ ଲାଗିଲା।

ଅପରାହ୍ନ ୩ଟା ୫୨ରେ ଗୁଣ୍ଡିଚା ମନ୍ଦିରରେ ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଆସିଥିଲେ। ଅପରାହ୍ନ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ଅପରାହ୍ନ ୫ଟା ୧୦ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଲାଗିଲା।

Leave A Reply