ତେନ୍ତୁଳିଖୁଣ୍ଟି :- ବିଶ୍ୱ ଐତିହରେ ଏଭଳି ଘଟଣା କ୍ବଚିତ ହୋଈଥିବ। କରୋନା ନାମକ ଭୂତାଣୁ ପାଇଁ ବିଶ୍ବ ବନ୍ଧନ ହୋଈ ରହିଛି। କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ। ଏଥିରେ ପ୍ରଭାବିତ ହୋଈଛି ପର୍ବପର୍ବାଣୀ। ଭକ୍ତହୀନ ଭାବେ କେବଳ ପୁରୀରେ ଛାଡି ଦେଲେ ଦେଶର ସମସ୍ତ ସ୍ଥାନରେ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହୋଈଛି।
ଏଭଳି ସମୟେ ଭକ୍ତ ଟେଲିଭିଜନ ସାମ୍ନାରେ ରହି ଯାତ୍ରାର ସିଦ୍ଧା ପ୍ରସାରଣ ଦେଖି ଭକ୍ତିର ଅର୍ଘ୍ୟ ପ୍ରଦାନ କରିଛନ୍ତି। ଏଭଳି ଏକ କୁନି ଝିଅ ପୂଜା କରିଛନ୍ତି।ଏପରି ଦୁର୍ସ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ ଗ୍ରାମ ଚନ୍ଦ୍ର ପରିବାର ମଧ୍ୟରେ ଦେଖିବାକୁ ମିଳିଥିଲା ସପରିବାର ଟିଭି ସମ୍ମୁଖରେ ବସି ଭକ୍ତି ଅଘ୍ୟ ପ୍ରଦାନ କରିଛନ୍ତି।