Odisha news
Browsing Tag

panchayat election

ନୟାଗଡ଼ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦୀର୍ଘ ବର୍ଷ ପରେ ନିର୍ବାଚନୀ ହିସାଂରେ ଜଣେ ନାଗରୀକଙ୍କର ମୃତୁ୍ୟ; ବହୁ…

ନୟାଗଡ଼ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲା ହିଂସାକାଣ୍ଡ ଘଟି ଜଣେ ନାଗରୀକଙ୍କ ମୃତୁ୍ୟ ହେବା ଓ ନାନା ସମସ୍ୟା, ଅନିୟମିତତା ମଧ୍ୟରେ ମତଦାନ ଶେଷ ହୋଇଛି । ଜିଲ୍ଲାରେ ବହୁ ବର୍ଷ ବ୍ୟବଧାନରେ ଏପରି…
Read More...

ଦାରିଙ୍ଗବାଡି ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୩୦୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗୁରୁବାର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଦୁଇ ଜିଲ୍ଲାପରିଷଦ ଜୋନ୍‌ ରେ ମତଦାନ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ…
Read More...

ପକଟମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

କଙ୍କଡ଼ାହାଡ଼ :-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ଚାରିଆଡେ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଢେଙ୍କାନାଳ…
Read More...

ତାଳଚେରରେ ଶାନ୍ତିଶୃଙ୍ଖଳାର ସହିତ ୪ର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ

ତାଳଚେର୨୨/୦୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଜି ଶାନ୍ତିଶୃଙ୍ଖଳାର ସହ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ଣ ୧ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଅଂଚଳରେ ଥିବା ୪ଟି ଜୋନ ୧୮,୧୯,୨୦,୨୧ରେ ଜିଲ୍ଳା…
Read More...

ବଡସାହି ବିଧାୟକ କ୍ଷେତ୍ର ବିଜେଡିର ଗଡ ପାଲଟିଛି : ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର ସାଜିଛନ୍ତି ଦେବଦୂତ, ୫ଟି ଯାକ…

ବେତନଟୀ/ବୈଶିଙ୍ଗା  :  ୨୦୨୨ ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖରେ ସରିଯାଇଛି। ଏହି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଳକ ବେତନଟୀ ଅଧିନ ୩୫,୩୬ ଓ ୩୭ନଂ ଜିଲ୍ଲା ପରିଷଦ ପାଇଁ…
Read More...

ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣକୁ ପ୍ରତିବାଦ ସହ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବି କଲା ଜନମଙ୍ଗଳ ପରିଷଦ

ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବୀ କରି ଜନମଙ୍ଗଳ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇଛି।…
Read More...

ପଞ୍ଚାୟତ ନିର୍ବାଚନ ସରିଲା ପ୍ରଚାର : ବୁଥ କୁ ଗଲେ ପୁଲିଙ୍ଗ ପାର୍ଟି

ଦଶପଲ୍ଲା ୨୦/୨ : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରଚାର ଶେଷ ହୋଇଛି ।…
Read More...

ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତିଗିରିଆ ବ୍ଲକ ରେ ସୁରୁଖୁରୁରେ ସମାପନ

ତା ୨୦/୨/୨୦୨୨ ଆଠଗଡ଼ ଆଜି ତିଗିରିଆ ବ୍ଲକ ରେ ୧୪ ଗୋଟି  ଗ୍ରାମ ପଞ୍ଚାୟତ ଓ ୨ ଟି ଜିଲ୍ଲାପରିଷଦ ଆସନ ପାଇଁ ଭୋଟ ଗ୍ରହଣ ହୋଇଯାଇଛି, ଏଥିରେ ୫୯୦୧୯ ଜଣ ଭୋଟର ମତଦାନ ଅଧିକାର ହାସଲ କରିଥିବା ବେଳେ୫୧୯ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ…
Read More...

ଟଙ୍କା ବାଣ୍ଟୁଥିଲେ ସରପଞ୍ଚ ପ୍ରାର୍ଥୀ ; ରାତି ସାରା ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ବାରିପଦା  : ଆଜି ରାଜ୍ୟରେ ତୃତୀୟ ପର୍ଯର୍୍ୟାୟ ମତଦାନ ଚାଲିଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ଟଙ୍ଗାଶୋଳ ଗ୍ରାମପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀ ଟଙ୍କା ବାଣ୍ଟୁ ଥିବାବେଳେ ବେଶ୍ ହଟହଟା ହେବାକୁ ପଡିଛି । ଲୋକେ…
Read More...

ପଶ୍ଚିମ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ବାରିପଦା  : ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଜୋନ୍ ଗୁଡିକରେ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ । ଆଜି…
Read More...