Odisha news
Browsing Tag

odisha bi- election

ବାଲେଶ୍ୱରଠାରେ ଶାସକ ଦଳ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ବିରୁଦ୍ଧରେ କେନ୍ଦ୍ରୀୟ ନିର୍ବାଚନ…

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି । ଏହା ସହ ଶାସକ ଦଳ ସରକାରୀ କଳ ଏବଂ ପୋଷ୍ଟାଲ ବାଲାଟ ଭୋଟିଂରେ ଜାଲିଆତି କରି ଭୋଟ…
Read More...

ଉପ ନିର୍ବାଚନ ପାଇଁ ବାଲେଶ୍ବରରେ ନିର୍ବାଚନୀ ଉଷ୍ଣତାର ପାରଦ ଉପରକୁ ଉଠୁଥିଲା ବେଳେ କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ବର…

ଉପ ନିର୍ବାଚନ ପାଇଁ ବାଲେଶ୍ବରରେ ନିର୍ବାଚନୀ ଉଷ୍ଣତାର ପାରଦ ଉପରକୁ  ଉଠୁଥିଲା ବେଳେ କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ବର ମାଟିର ଝିଅ ମମତା କୁଣ୍ଡୁ ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ନିକଟତ୍ତର ହେଉଛନ୍ତି । ଆଜି…
Read More...

ବାଲେଶ୍ୱର ଉପନିର୍ବାଚନ : ୨୫ନଂ ଜୋନରେ ବିଜେଡିର ତୋଫାନୀ ପ୍ରଚାର

ବାଲେଶ୍ୱର : ଉପ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନର ଉଷ୍ମତା ସେତିକି ସ୍ପଷ୍ଟ ବାରି ହୋଇ ପଡୁଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରଚାର ସରଗରମ ହୋଇଉଠୁଛି । ବିଜେଡିର ବରିଷ୍ଠ ନେତା ଓ…
Read More...

ବାଲେଶ୍ୱର ଉପନିର୍ବାଚନ : ବିଜେପି ମହିଳା ମୋର୍ଚ୍ଚାର ନିର୍ବାଚନୀ ଆଲୋଚନା ଚକ୍ର

ବାଲେଶ୍ୱର : ବୁଧବାର ଦିନ ବାଲେଶ୍ୱର ସହରରେ ବିଭିନ୍ନ କମୁ୍ୟନିଟିର ମହିଳା ଯଥା ଗୁଜୁରାଟୀ, ମାରୱାଡ଼ୀ, ମହିଳା ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇ ଅନେକ ୱାର୍ଡରେ ଆଲୋଚନା ସଭାମାନ ବିଜେପି ମହିଳା ମୋର୍ଚ୍ଚା…
Read More...

ଉପନିର୍ବାଚନ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ସମ୍ପର୍କରେ ଆଜି ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଘଟିକା…
Read More...

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ; ମାଟିର ପୁଅକୁ ଭୋଟ ଦିଅ , ତିର୍ତ୍ତୋଲ ବଞ୍ଚାଅ : ସୁର ରାଉତରାୟ

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନକୁ ଆଉ ମାତ୍ର ୬ ଦିନ ବାକି ରହିଥିବା ବେଳେ ପ୍ରଚାର ପାଇଁ ରହିଛି ହାତରେ ୪ ଦିନ ।ଫଳରେ କଂଗ୍ରେସ,ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଛି ।ଆଜି କଂଗ୍ରେସ…
Read More...

ତିର୍ତ୍ତୋଲରେ ଉପନିର୍ବାଚନ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର…

ଭୁବନେଶ୍ୱର: ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁବାବୁ…
Read More...

ତିର୍ତ୍ତୋଲ ଉପନିର୍ବାଚନ : ବିଜେପିର ୪ଟି ପଞ୍ଚାୟତରେ ବାଇକ୍ ରାଲି , ବିଜେପି ସଭାପତିଙ୍କ ନିର୍ବାଚନୀ ପ୍ରଚାର

ରଘୁନାଥପୁର : ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ରଘୁନାଥପୁର ବ୍ଲକ୍ର ୪ଗୋଟି ପଞ୍ଚାୟତରେ ବାଇକ୍ ରାଲି କରିଥିଲେ  । ଏହି ରାଲି ରଘୁନାଥପୁର, ଜଗନ୍ନାଥପୁର, ଧରାଧରପୁର,…
Read More...

ତ୍ରିତୋଲ ଉପନିର୍ବାଚନ : ସାଂସଦ ଅଚ୍ୟୁତ ସାମନ୍ତଙ୍କର ୩୦୦ ରୁ ଉର୍ଦ୍ଧ ସହପାଠୀ, ବନ୍ଧୁ , ଶୁଭେଛୁ ବିଜେଡି ରେ ଯୋଗଦେଲେ

ରଘୁନାଥପୁର : ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କନ୍ଧମାଳ ସାଂସଦ ତଥା କିଟ୍ କିସର ପ୍ରତିଷ୍ଠାତା ପ୍ରଫେସର ଅଚୁତ୍ୟ ସାମନ୍ତଙ୍କ ଜିବନ ଓଡିଶା ବାସିଙ୍କ ପାଇଁ ସର୍ମପିତ ଜୀବନ ଉଭୟ ଅବିବାହିତ,  ଓଡିଶା ବସୀ ସେମାନଙ୍କର ପରିବାର…
Read More...

ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଂଚାୟତ ସମିତି ଗୁଡିକରେ ପଡିରହିବା ପ୍ରସଙ୍ଗ…

ଭୁବନେଶ୍ୱର: ଦୂର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି । ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର ଡିଣ୍ଡିମ ପିଟିଚାଲିଛନ୍ତି ବିଜେଡି ନେତା । ଗରିବ ଶ୍ରେଣୀର ଲୋକଙ୍କ ପାଇଁ…
Read More...