ଖେଳ କିଙ୍ଗ୍ସ ଏକାଦଶ ୨୦୬/୩ Sep 24, 2020 0 ଦ ୁ ବ । ଇ , ୨ ୪ । ୯ ( ଏ େ ଜ ନ ୍ସି ) : କ୍ୟାରିୟରର ଭଲ ଫର୍ମ ଦେଇ ଗତି କରୁଥିବା କିଙ୍ଗ୍ସଏକାଦଶ ପଞ୍ଜବା ଅଧିନାୟକ ଲୋକେସ୍ ରାହୁଲ ବିସ୍ପୋରକ ଶତକୀୟ ଇନିଂସ୍ ଖେଳିଛନ୍ତି । ଫଳରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର… Read More...
ଖେଳ ଆଇପିଏଲ-୨୦୨୦ : କୋହଲି ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି Sep 24, 2020 0 ଦୁବାଇ : ଆଇପିଏଲ-୨୦୨୦ର ଆଜିର ମ୍ୟାଚ୍ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଆରମ୍ଭ ହୋଇଛି। ଆଜିର ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି… Read More...
ଖେଳ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍ ଜୋନ୍ସ୍ଙ୍କର ହୃଦ୍ଘାତରେ ମୃତ୍ୟୁ : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ହୋଷ୍ଟ୍… Sep 24, 2020 0 ମୁମ୍ବାଇ: ଗୁରୁବାର ଦିନ ହୃଦ୍ଘାତ ଯୋଗୁଁ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍ ଜୋନ୍ସଙ୍କର ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ହୋଷ୍ଟ୍… Read More...
ଖେଳ ଆଇପିଏଲ୍ 2020 : ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ହରାଇଲା Sep 24, 2020 0 ଆବୁ ଧାବି: ଆଇପିଏଲ୍ର ପଞ୍ଚମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍ରେ ପରାସ୍ତ କରିଛି। ଫଳରେ ଚଳିତ ଆଇପିଏଲ୍ରେ ମୁମ୍ବାଇ ନିଜ ଦ୍ବିତୀୟ ମ୍ୟାଚ୍ରୁ… Read More...
ଖେଳ ଆଇପିଏଲ – 2020 : ରାଜସ୍ଥାନ ରୟାଲ୍ସ ୧୬ ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କଲା Sep 23, 2020 0 ସାରଜା: ଚଳିତ ଆଇପିଏଲ୍ର ଚତୁର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ୧୬ ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଆଜି ତା’ର ପ୍ରଥମ ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ନିଜ… Read More...
ଖେଳ ଚେନ୍ନାଇର ଟାର୍ଗେଟ୍ ୨୧୭ ରନ Sep 22, 2020 0 ସାରଝା, ୨୨ା୯(ଏଜେନ୍ସି): ଗତଥରର ଉପବିଜେତା ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ରାଜସ୍ଥାନ ୨୧୬/୭ରନ୍ର ବିଶାଳ ସ୍କୋର କରିଥିଲା । ଶେଷ ଖବର ସୁଦ୍ଧା ଚେନ୍ନାଇ ୨୧୭ରନ୍ର ଟାର୍ଗେଟକୁ ପିଛା କରି ୨ ଓଭରରେ ୧୨ରନ୍… Read More...
ଖେଳ ଆଇପିଏଲ୍ 2020 : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସନ୍ରାଇଜର୍ସ ହାଇଦ୍ରାବାଦକୁ 11 ରନ୍ ରେ ହରାଇଲା Sep 22, 2020 0 ଦୁବାଇ: ଆଇପିଏଲ୍-୧୩ର ଆଉ ଏକ ବଡ଼ ଲଢ଼େଇରେ ମଙ୍ଗଳବାର ଡେଭିଡ୍ ୱାର୍ନରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍ରେ ହରାଇଛି ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଆଜି ଆର୍ସିବି ପ୍ରଥମେ… Read More...
ଖେଳ ବାଙ୍ଗାଲୋର ମ୍ୟାଚ୍ ପୂର୍ବରୁ ଅନୁଷ୍କାଙ୍କ ବିକିନି ପୋଜ୍ Sep 21, 2020 0 ନୂଆଦିଲ୍ଲୀ,୨୧ା୯(ଏଜେନ୍ସି): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି । ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବି ଆଇପିଏଲ୍- ୧୩ ସିଜନ୍ର ପ୍ରଥମ ମ୍ୟାଚ୍ ଖେଳିଛି । ଏହି ସମୟରେ… Read More...
ଖେଳ ଆଇପିଏଲ୍ ୨୦୨୦ ବାଙ୍ଗାଲୋର ୧୬୩/୫ Sep 21, 2020 0 ଦୁବାଇ,୨୧ା୯(ଏଜେନ୍ସି): ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ତୃତୀୟ ମ୍ୟାଚ୍ଟି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ଓଭର ୫… Read More...
ଖେଳ ଅମ୍ପାୟାରଙ୍କ ଭୁଲ ଯୋଗୁଁ ହାରିଲା ପଞ୍ଜାବ Sep 21, 2020 0 ନୂଆଦିଲ୍ଲୀ,୨୧ା୯(ଏଜେନ୍ସି): ରବିବାର କିଙ୍ଗ୍ସଏକାଦଶ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଅମ୍ପାୟାରଙ୍କ ଭୁଲ ଯୋଗୁଁ ମ୍ୟାଚ୍ ସୁପର ଓଭର ହୋଇଥିଲା । ଏହି ମ୍ୟାଚ୍ରେ… Read More...