Odisha news
Browsing Tag

harascope

ଆସନ୍ତୁ ପଢିବା ଆଜି ଦିନଟି କେମିତି କଟିବ

  ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ମିଳିପାରେ। ବୃଷ: ନିଜର ବ୍ୟବହାର ଉପରେ…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

  ମେଷ: ଆପଣଙ୍କ କାମ ସମୟ ସୀମା ମଧୢରେ ପୂରା କରିନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ବୃଷ: ପୂଜାପାଠରେ ସମୟ ବିତିବ। ବନ୍ଧୁଙ୍କ ଠାରୁ ଖୁସି ଖବର…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଭିଭାବକଙ୍କ ପରାମର୍ଶ ନେଇ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବୃଷ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ – କାର୍ଯ୍ୟ ବ୍ୟସ୍ତ ରହିବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ନିରୋଳାରେ ରହିବାକୁ ପସନ୍ଦ କରିବେ । ବିବାଦୀୟ ବତର୍କରେ ଭାଗ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଶୁଭ ରଙ୍ଗ କଫି…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

 ମେଷ: ମହତ୍ତ୍ବପୂର୍ଣ୍ଣ କାମ ଲାଗି ଦିନଟି ଶୁଭ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ସନ୍ତାନଙ୍କର ବଢ଼ୁଥିବା ଦାବିକୁ ନେଇ ଚିନ୍ତିତ ରହିବେ। ବୃଷ: ଅଧିିକ ପରିଶ୍ରମ ଦ୍ବାରା ସବୁ କାମ ସ˚ପୂର୍ଣ୍ଣ…
Read More...

ଆଜିର ରାଶିଫଳ

ମେଷ : ଆୟ ଆଶାନୁରୂପ ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ମହତ ହେବ। ଶୁଭ…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ଆଜି ଆପଣ ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ଉପରିସ୍ଥ କର୍ମଚାରୀଙ୍କ ଆଗରେ ଆପଣଙ୍କ ମତ ରଖନ୍ତୁ; ସକାରାତ୍ମକ ଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ରବି, ସୋମ ଓ ମଙ୍ଗଳବାର: ଘରକୁ ବନ୍ଧୁ ଆସିବେ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ବେପାରକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ରବି, ସୋମ ଓ ମଙ୍ଗଳବାର: ଉନ୍ନତି…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ଆପଣଙ୍କର ମାନସିକ ଅବସ୍ଥା ଭଲ ରହିବ। ନିଜର କାମ ସମ୍ପର୍କିତ ଯୋଜନା ପ୍ରସ୍ତୁତ କରିବେ। ଚାକିରିଜୀବୀଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ବୃଷ: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପ୍ରକଳ୍ପ ନେଇ ଆଲୋଚନା କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: ନିତିଦିନିଆ ଜୀବନଶୈଳୀରେ…
Read More...