ରାଜ୍ୟରେ ୧୭ ଜଣ କରୋନାରୁ ସୁସ୍ଥ :ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ
ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି।…
Read More...
Read More...