ପୋଖରୀରୁ ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର
ମାହାଙ୍ଗା ୧୫ା୫ : କଟକ ଜିଲା ଅର୍ନ୍ତଗତ ମାହାଙ୍ଗା ଥାନାର ହଳଦିଆ ଗ୍ରାମ ପଂଚାୟତ ଅଧିନସ୍ଥ କୁଣ୍ଡପାଟଣା ଗାଁର ନିତ୍ୟାନନ୍ଦ ଦାସଙ୍କ ୭ ବର୍ଷର ପୁଅ ରାକେଶ ଦାସ ଆଜି ସକାଳ ୯ଟା ବେଳୁ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ…
Read More...
Read More...