ହରପାର୍ବତୀ ପୂଜା କମିଟି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ : ୭୧ୟୁନିଟ ରକ୍ତ ସଂଗ୍ରହ
ଫୁଲନଖରା: ସିଏମସି ୫୮ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କ ଅବାହକତ୍ୱରେ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଡାହାଳିଅବାଗରେ ଅନୁଷ୍ଠିତ ହୋଇଥିଲା । କଟକ ରେଡ଼କ୍ରସ…
Read More...
Read More...