ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଲେ ନକ୍ସଲ; ଛାଡ଼ି ପଳାଇଲେ ବିପୁଳ ସାମଗ୍ରୀ
ମାଲକାନଗିରି: ମାଲକାନଗିରି ମୁଦୁଲିପଡ଼ା ପୁଲିସ ଷ୍ଟେସନ୍ ଅଧୀନସ୍ଥ ବୋନଦାପଡ଼ା-ସମ୍ବଲପୁର ଜଙ୍ଗଲରେ ଓଡ଼ିଶା ପୁଲିସର ସୁରକ୍ଷାବଳ ଗତ ଶୁକ୍ରବାର ଦିନ ଆଣ୍ଟି-ମାଓଏଷ୍ଟ ଅପରେସନ୍ରେ ବାହାରିଥିଲେ। ଏହି ସମୟରେ ମାଓବାଦୀ (ସିପିଆଇ)…
Read More...
Read More...