ରାୟଗଡା : ଆମ ଖଟିର ପ୍ରାକ ବିଷୁବ ଇ-କବିତା ଆସର
ରାୟଗଡା,୯ ।୪ : - ଲକ ଡାଉନ ସମୟରେ ସାମାଜିକ ଦୂରତା ସହିତ ମନର ଆବେଗକୁ ଆମ ଖଟି ଆଣିଦେଇଛି ଇ- କବିତା ଆସର ମଜା । ସରକାରଙ୍କ ତରଫରୁ ଗୋଟିଏ ଜାଗାରେ ଏକତ୍ରିତ ନ ହେବା, ବିଭିନ୍ନ ସଭା ସମିତି ଉପରେ କଟକଣା ଜାରୀ କରିଛନ୍ତି ।…
Read More...
Read More...