ମହୀଧରପଡ଼ା ଝୁଲଣ ଯାତ୍ରା ଉଦଯାପିତ
ଫୁଲନଖରା, -ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡ଼ାରେ ଥିବା ଲକ୍ଷ୍ମୀନାରାୟଣ ଦେବଙ୍କ ଝୁଲଣ ଯାତ୍ରା ସମ୍ପନ୍ନ ହୋଇଛି । ଲକ୍ଷ୍ମୀନାରାୟଣ ଦେବ, ଗୋପୀନାଥ ଦେବ ଓ ହରିଶଙ୍କର ଦେବଙ୍କ ସହିତ ଅରଡ଼ିଆପଦାର ରାଧାମାଧବ ଦେବ…
Read More...
Read More...