ମଦ ଭାଟି ଏବଂ ମଦ ବିକ୍ରି ବନ୍ଦ କରିବାକୁ ସାନ ଓ ବଡ ନୋଳିଆନୂଆଗାଁରେ ଗ୍ରାମବାସୀଙ୍କ ଦାବି
ଛତ୍ରପୁର,୨୬/୫ : ଲକ୍ଡାଉନ୍ ସମୟରେ ସରକାର ମଦଭାଟି ଓ ମଦ ବିକ୍ରି ବନ୍ଦ କରିଥିବା ବେଳେ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସାନ ନୋଲିଆନୂଆଗାଁ ଓ ବଡ ନୋଳିଆନୂଆଗାଁରେ ବେଧଡକ ଭାବେ ମଦଭାଟି ଏବଂ ମଦବିକ୍ରି ଚାଲିଛି ।…
Read More...
Read More...