ବୋରିଗୁମ୍ମା ପୋଲିସ କୁ ବଡ଼ ସଫଳତା। ଦୁଇଟି ଗଞ୍ଜାଇ ଗାଡ଼ି ସହିତ ୨୯୮କିଲୋ ଗଞ୍ଜାଇ ଜବତ, ଦୁଇ ଗିରଫ।
ବୋରିଗୁମ୍ମା ପୋଲିସ କୁ ବଡ଼ ସଫଳତା ମିଳିଛି। ପୋଲିସ ଏକାଥରକେ ଦୁଇଟି ଗଞ୍ଜାଇ ଗାଡି କୁ ଜବତ କରିବା ସହ ମୋଟ ୨୯୮ କିଲୋ ଗଞ୍ଜାଇ ଜବତ କରିଛି। ଏଥିସହ ଗୋଟିଏ ଗାଡିରୁ ଦୁଇ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।ଏନେଇ…
Read More...
Read More...