ବିଦୁ୍ୟତ ସଂସ୍ପର୍ଷରେ ଆସି ଜୁସ୍କୋର ୪ ଶ୍ରମିକ ଗୁରୁତର
ଦାନଗଦୀ,କଳିଙ୍ଗନଗରସ୍ଥ ଟାଟା ଷ୍ଟିଲ ପ୍ଲଟ-୨ କଲୋନୀ କାର୍ଯ୍ୟରେ ନିୟୋଜିତ ଜୁସ୍କୋ କଂପାନୀର ୪ କାର୍ଯ୍ୟରତ ଶ୍ରମିକ ବିଦୁ୍ୟତ ସଂସ୍ପର୍ଷରେ ଆସି ଗୁରୁତର ହୋଇଛନ୍ତି । ସେମାନେ ହେଲେ ବିହାରର ଲାଲୁ ଯାଦବ(୨୪),ଯାଜପୁରରୋଡ ଥାନା…
Read More...
Read More...