ପୁଣି ଅଲୋଡା ହେଲା ଶିଶୁକନ୍ୟା,ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଘଟଗାଁ: ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମ ନିକଟ କୁମୁଟିଆ ନାଳ କୂଳରୁ ଆଜି ସକାଳେ ଏକ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖବର ଅନୁଯାଇ କିଛି ଗ୍ରାମବାସୀ ପ୍ରାୟ ସକାଳ ୯ଘଟିକା ସମୟରେ ନାଳକୁ ଗାଧୋଇବାକୁ…
Read More...
Read More...