ଗାଡ଼ି ଚଳାଉ ଚଳାଉ ଢୁଳେଇ ପଡ଼ିଲେ ଉବେର ଚାଳକ, ନିଜେ ଗାଡ଼ି ଚଳାଇ ଗନ୍ତବ୍ୟରେ ପହଞ୍ଚିଲେ ମହିଳା ଯାତ୍ରୀ
ମୁମ୍ବାଇ: ଆପଣ ଗାଡ଼ିରେ ଯାଉଥିବା ସମୟରେ ଅନେକ ଥର ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବେ। ଗାଡ଼ି ଚାଳକ ଢୁଳେଇ ଢୁଳେଇ ଗାଡ଼ି ଚଲାଉଥିବାର ଦୃଶ୍ୟ ଅନେକ ବାର ଦେଖିଥିବେ। ନିଦୁଆ ଚାଳକଙ୍କ ଗାଡ଼ି ଚଳାଇବା ବେଳେ ବେଳେ ବିପଦପୂର୍ଣ୍ଣ…
Read More...
Read More...