ଜଗତ ପ୍ରସାଦ ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନଡ୍ଡା ଆଜି (ସୋମବାର) ନିର୍ଦ୍ୱନ୍ଦ୍ୱରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳ ମଧ୍ୟରେ…
Read More...
Read More...