ଗାଧୋଇବାକୁ ଯାଇ ନଦୀରେ ଯୁବକ ନିଖୋଜ
ବାଲିଆପାଳ-ବାଲେଶ୍ୱର ସଦରଥାନା ଅନ୍ତର୍ଗତ କସିମିଳା ଗ୍ରାମର ଅରୁଣ ଜେନା ନାମକ ଜଣେ ଯୁବକ କସମିଳା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ସେ ଗାଧୋଇସାରି ଉପରକୁ ଉଠୁଥିବା ବେଳେ ତାଙ୍କର ବାତ ବାହାରିବାରୁ ପାଣିରେ ପଡ଼ି…
Read More...
Read More...