ଖବରକାଗଜ ସହ ମାଗଣାରେ ମାସ୍କ
କରୋନା କାଳରେ ଲୋକଙ୍କୁ ସଚେତନ କରାଇବା ପାଇଁ କାଶ୍ମୀର ଖବରକାଗଜ ‘ରୋସ୍ନୀ’ ଜୁଲାଇ ୨୨ ସଂସ୍କରଣରେ କାଗଜ ସହ ମାଗଣାରେ ଡିସ୍ପୋଜେବଲ୍ ମାସ୍କ ବାଣ୍ଟିଛି । ଏ ଉର୍ଦ୍ଦୁ ଖବରକାଗଜର ଫଟୋ ଏବେ ସୋସାଲ୍ ମିଡ଼ିଆରେ ଭାଇରାଲ ହେବା…
Read More...
Read More...