କଣିହାଁ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ , ୨ବାଇକସହ ବାରହା ମାଂସ ଜବତ
କଣିହାଁ: କଣିହାଁ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨ବାଇକ ସହ ୫କେଜି ବାରହା ମାଂସ ଜବତ କରାଯାଇଛି । ଶୁକ୍ରବାର କଣିହାଁ ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଯାମୁଯୋଡି-ବାରିହାପୁର ରାସ୍ତାରେ ୨ବାଇକକୁ ଜବତ କରିବାସହ…
Read More...
Read More...