ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୧୨୦ ଲିଟର ଦେଶୀ ମଦ ସହ ଅଟୋ ଜବତ- ମହିଳାଙ୍କ ସମେତ ୨ ଗିରଫ
ଅନୁଗୁଳ: ଗୁରୁବାର ଦିନ ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ସହ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଜଣେ ମÿହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି ।…
Read More...
Read More...