ଢେଙ୍କାନାଳ ଟାଉନ୍ରେ ଫାଷ୍ଟ୍ ବାଟାଲିୟାନ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ଡେପୁଟି ସୁବେଦାର ମୃତ, ଅନ୍ୟ ତିନିଜଣ ଆହତ
ଢେଙ୍କାନାଳ: ଗତରାତିରେ ଢେଙ୍କାନାଳ ସହରର ଆନନ୍ଦନଗର ବାଇପାସ୍ ଠାରେ ଫାଷ୍ଟ୍ ବାଟାଲିୟାନ୍ର ଏକ ‘ଏସ୍ୟୁଭି’ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଡେପୁଟି ସୁବେଦାରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି।…
Read More...
Read More...