Odisha news

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ

0

BBSR:ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ପ୍ରାୟ ୪୫୦ରୁ ଊଦ୍ଧ୍ୱର୍ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ନିଜ ନିଜ ଜିଲ୍ଲାରେ ଥିବା କେତେକ ଗାଁ ଗହଳିରେ ଏବଂ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ କରିବା ପରେ ଗାଁ ଲୋକଙ୍କୁ ସାମାଜିକ ଦୂରତା ଓ ହାତଧୋଇବା ଉପରେ ସଚେତନତା କରାଇବା ସହିତ ସମୂହ ଭାବେ ହାତ ଧୋଇବା ଶିଖାଇଥିଲେ । ପରେପରେ ମହାମାରୀ କରୋନା କବଳରୁ କିପରି ମଣିଷ ରକ୍ଷା ପାଇପାରିବ ସେଥିପାଇଁ ଲୋକମାନଙ୍କୁ ବୁଝାଇଥିଲେ । ଏତଦ୍ବ୍ୟତୀତ ସମସ୍ତ ଜିଲ୍ଲାରେ ସାବୁନ୍, ସାନିଟାଇଜର ଗରିବ ଲୋକମାନଙ୍କୁ ବଣ୍ଟାଯାଇଥିଲା ।

Leave A Reply