Odisha news

ବିଷଧର ସାପ କାମୁଡାରେ ମହିଳା ମୃତ

0

ବାଲିଗୁଡା,୪/୯-; ବିଷଧରସାକାମୁଡାରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ଘଟଣାଟି ଘଟିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଂଚାୟତର ଗାଲିଗୁରା ଗ୍ରାମର ତିମିରି ମଳିକ ଗତ ସଂନ୍ଧ୍ୟା ସମୟରେ ବାରିରେ ସାପ ଉପରେ ଗୋଡ ପଡିଗଲା ଯାହାଫଳରେ ସାପଟି ଦଂଶନ କରିଥିଲା । ଘର ଲୋକଙ୍କୁ ପାଟିକରି ଡାକିଥିଲା ଘରଲୋକ ସଙ୍ଗେସଙ୍ଗେ ଏକ ଗାଡି ସାହାଯ୍ୟରେ ବାରଖମା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ପ୍ରାଥମିକ ଚିକିସôା କରାଇ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡା ଉପଖଣ୍ଡ ଚିକିସôାଳୟ କୁ ଆଣିଥିଲେ କିନ୍ତୁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।

Leave A Reply