Odisha news

ସାବୁନରୁ ବାହାରିଲା ୩୮ ଲକ୍ଷର ସୁନା

0

ତିରୁଚିରାପଲ୍ଲୀ ଏୟାରପୋର୍ଟରେ ଜବତ ହୋଇଥିବା ସାବୁନ ଭିତରୁ ମିଳିଛି ୩୮ ଲକ୍ଷ ଟଙ୍କାର ସୁନା । ସ୍ମଗଲର୍‌ମାନେ ଏକ ପ୍ରସିଦ୍ଧ ବ୍ରାଣ୍ଡର ସାବୁନ ଭିତରେ ସୁନା ଲୁଚେଇ ଚାଲାଣ କରିଥିଲେ । ହେଲେ ଏୟାରପୋର୍ଟ ସୁରକ୍ଷା କର୍ମୀମାନଙ୍କ ଯାଞ୍ଚରୁ ତାହା ବର୍ତ୍ତିପାରି ନ ଥିଲା । ସାବୁନ୍‌ ଚେକ୍‌ କରାଯିବାରୁ ୩୮ ଲକ୍ଷ ଟଙ୍କାର ସୁନା ମିଳିଲା । ଜଣେ ଟ୍ୱିଟର୍‌ ୟୁଜର୍‌ ପରିହାସରେ ମନ୍ତବ୍ୟ ଦେଇଛନ୍ତି, ‘ସାବୁନ କମ୍ପାନୀର ବିଜ୍ଞାପନ ସତ ହେଲା… ସେମାନେ ସାବୁନରୁ ଗୋଲï କଏନ୍‌ ବାହାରିବା କଥା କହୁଥିଲେ ।’

Leave A Reply