ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ମହତ୍ତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନ୍ ଙ୍କୁ ଅର୍ପିତ। ଏହି ୭ଦିନ ମଧ୍ୟରୁ ସୋମବାର ଦିନ ଟି ଭୋଳା ଶଙ୍କର ଙ୍କୁ ଅର୍ପିତ । ଧାର୍ମିକ ମାନ୍ୟତା ଅନୁସାରେ ସୋମବାର ଦିନ ଯଦି ବିଧିବିଧାନ ଭାବରେ ମହାଦେବ ଙ୍କୁ ପୂଜା କରାଯାଏ ତେବେ ତାଙ୍କର ଅପାର କରୁଣା ରୁ ଜୀବନ ରୁ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ଘର ପରିବାର ଉପରେ ଲକ୍ଷ୍ମୀ ଙ୍କ କୃପା ବରଷି ଥାଏ ।
